CRIMEODISHATOP STORIES

ଫୁଲବାଣୀ ପୂର୍ବତନ ବିଧାୟକ ଗିରଫ

ଫୁଲବାଣୀ, ୮ା୧୦, (ଓଡ଼ିଶା ଭାସ୍କର) : ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁରଙ୍କୁ ପୋଲିସ ଗିରଫ କରିଛି । ତାଙ୍କୁ ଆନ୍ଧ୍ରର ଇଛାପୁରମ୍ରୁ ଗିରଫ କରାଯାଇଛି । ଜଣେ ଯୁବତୀଙ୍କ ଘରେ ପଶି ମାଡ ମାରିବା ଅଭିଯୋଗରେ ତାଙ୍କ ବିରୋଧରେ ଗତ ସେପ୍ଟେମ୍ବର ୩ ତାରିଖରେ ଥାନାରେ ମାମଲା ରୁଜୁ ହୋଇଥିଲା । ପରେ ପରେ ତାଙ୍କର ଏକ ସେକ୍ସ ଭିଡିଓ ମଧ୍ୟ ଭାଇରାଲ ହୋଇଥିଲା ।

Show More

Related Articles

Leave a Reply

Your email address will not be published. Required fields are marked *

Close