ODISHATOP STORIESUncategorized

ଆଇପିଏସ୍ ସ୍ତରରେ ଅଦଳବଦଳ

ଭୁବନେଶ୍ୱର, ୨୩।୧୦ (ଓଡ଼ିଶା ଭାସ୍କର): ଭୁବନେଶ୍ୱର, ୨୩ା୧୦ (ଓଡ଼ିଶା ଭାସ୍କର): ମଙ୍ଗଳବାର ଆଇପିଏସ୍ ସ୍ତରରେ ଅଦଳବଦଳ କରାଯାଇଛି । ବି ଏନ୍ ଝା ଙ୍କୁ ଗୃହ ବିଭାଗରେ ନିଯୁକ୍ତି ମିଳିଥିବା ବେଳେ ଯତିନ୍ଦ୍ର କୋଏଲ୍ଙ୍କୁ କ୍ରାଇମ୍ବ୍ରାଞ୍ଚ ଏସ୍ଟିଏଫ୍ ଆଇଜିଭାବେ ନିଯୁକ୍ତି ଦିଆଯାଇଛି । ଆର୍ପି ସିଂଙ୍କୁ ଜେଲ୍ ବିଭାଗ ଡିଜି ଭାବେ ଏବଂ ସୂର୍ଯ୍ୟା ଥାଙ୍କାପାନ୍ଙ୍କୁ ଭିଜିଲାନ୍ସ ଡିଆଇଜିଭାବେ ଅବସ୍ଥାପିତ କରାଯାଇଛି । ସେହିପରି ହିମାଂଶୁ ଲାଲ୍‌ ହେଲେ ଡିଆଇଜି ଏସ୍‌ଏପି, ପ୍ରଭାକର ସ୍ୱାଇଁ ହେଲେ ବୈରୀ ପିଟିଆଇ ଏସ୍‌ପି, ଶ୍ରୀକୃଷ୍ଣ ବେହେରା ହେଲେ ମେରାଇନ ପୁଲିସ ଏଆଇଜି ।

Show More

Related Articles

Leave a Reply

Your email address will not be published. Required fields are marked *

Close