fbpx

ସନ୍ଧ୍ୟାରେ ନବୀନ-ଧର୍ମେନ୍ଦ୍ର ଆଲୋଚନା

ଭୁବନେଶ୍ୱର, ୨୭ା୨(ଓଡ଼ିଶା ଭାସ୍କର): ଆଜି ସନ୍ଧ୍ୟାରେ ଲୋକସେବା ଭବନରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା ରହିଛି । ଏହି ବୈଠକରେ କେନ୍ଦ୍ର ଇସ୍ପାତ ମନ୍ତ୍ରଣାଳୟର ପ୍ରତିନିଧିଙ୍କ ସହ ଆଲୋଚନା କରିବେ ମୁଖ୍ୟମନ୍ତ୍ରୀ । ଏହାସହ ସେଠାରେ ଜାପାନ ଦୂତାବାସର ସଦସ୍ୟ, କେନ୍ଦ୍ର ଶିଳ୍ପ ଉପନିର୍ଦ୍ଦେଶକ ଯୋଗ ଦେବେ । ଓଡ଼ିଶା ଖଣି ନିଗମ ଅଧ୍ୟକ୍ଷ, ଇଡ଼କୋ ଓ ଇପିକଲ ଅଧିକାରୀ ମଧ୍ୟ ଏହି ଆଲୋଚନାରେ ଯୋଗଦେବାର ସୂଚନା ରହିଛି ।

Get real time updates directly on you device, subscribe now.