CITY NEWSNEWSODISHATOP STORIES

ବିସ୍କୁଟ ଫ୍ୟାକ୍ଟ୍ରି କାନ୍ଥ ଭୁଶୁଡ଼ି ୩ ଗୁରୁତର

ଭୁବନେଶ୍ୱର, ୨।୧୧ (ଓଡ଼ିଶା ଭାସ୍କର): ଭୁବନେଶ୍ବରର ପାଇକନଗରରେ ଶୁକ୍ରବାର ସକାଳୁ ଭୁଶୁଡ଼ିଛି ଏକ ବିସ୍କୁଟ କମ୍ପାନୀ ର କାନ୍ଥ । ସୂଚନା ମୁତାବକ ଫ୍ୟାକ୍ଟ୍ରର କାନ୍ଥ ଭୁଶୁଡି ୩ ଜଣ ଶ୍ରମିକ ଗୁରୁତର ଆହତ ହୋଇଛନ୍ତି । ବରମୁଣ୍ଡା ପାଇକନଗରରେ ଥିବା ଏକ ବିସ୍କୁଟ ଫ୍ୟାକ୍ଟ୍ରିରେ ଏଭଳି ଘଟଣା ଘଟିଛି ବୋଲି ସୂଚନା ମିଳିଛି । ଆହତଙ୍କୁ ତୁରନ୍ତ କ୍ୟାପିଟାଲ ହସ୍ପିଟାଲରେ ଭର୍ତ୍ତି କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close