CITY NEWSCRIMENEWSTOP STORIES

ପରିବା ବ୍ୟବସାୟୀଙ୍କୁ ହତ୍ୟା, ପଳାଶୁଣି ପୋଲ ତଳୁ ବସ୍ତା ରୁ ମିଳିଲା ମୃତଦେହ

ଭୁବନେଶ୍ୱର, ୫।୧୧ (ଓଡ଼ିଶା ଭାସ୍କର): ମଞ୍ଚେଶ୍ୱର୍ ଥାନା ଅଧୀନରେ ଥିବା ପଳାଶୁଣି ପୋଲ ତଳୁ ସୋମବାର ସକାଳୁ ଜଣେ ଯୁବ ପରିବା ବ୍ୟବସାୟୀଙ୍କ ମୃତଦେହ ଉଦ୍ଧାର କରାଯାଇଛି। ଏକ ବସ୍ତା ଭିତରୁ ତାଙ୍କ ମୃତଦେହ ମିଳିଥିବାରୁ ଏହା ଏକ ହତ୍ୟାକାଣ୍ଡ ବୋଲି ଏକ ପ୍ରକାର ସ୍ପଷ୍ଟ ହୋଇଯାଇଛି। ପରିବା ବ୍ୟବସାୟୀ ଜଣକ ଗତ ୪ ଦିନ ହେବ ନିଖୋଜ ଥିଲେ। ତେବେ ତାଙ୍କୁ ପୂର୍ବ ଶତ୍ରୁତା ଯୋଗୁଁ ହତ୍ୟା କରାଯାଇ ଥିବା ସନ୍ଦେହ କରାଯାଉଛି। ଖବର ମିଳିବା ମାତ୍ରେ ପୋଲିସ ସେଠାରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ଘଟଣା ସ୍ଥଳରେ ଶହ ଶହ ଲୋକ ରୁଣ୍ଡ ହୋଇଛନ୍ତି।

Show More

Related Articles

Leave a Reply

Your email address will not be published. Required fields are marked *

Close