ODISHATOP STORIESUncategorized

ଧରାପଡିଲା ସୁନ୍ଦରୀ


ଅନୁଗୁଳ ଅଫିସ୍, ୬।୧୧ (ଓଡ଼ିଶା ଭାସ୍କର):ଧରାପଡିଲା ସୁନ୍ଦରୀ । ବହୁଦିନର ପ୍ରତୀକ୍ଷା ପରେ ଶେଷରେ କାବୁ ହେଲା ବାଘୁଣୀ ସୁନ୍ଦରୀ । ଦୀର୍ଘଦିନର ପ୍ରଚେଷ୍ଟା ପରେ ଶେଷରେ ବାଘୁଣୀକୁ ଟ୍ରାଙ୍କୁଲାଇଜ କରାଯାଇଛି । କୁମକି ହାତୀ ଯଶୋଦା ସହାୟତାରେ ମଣିଷଖିଆ ବାଘୁଣୀ ସୁନ୍ଦରୀକୁ ଟ୍ରାଙ୍କୁଲାଇଜ କରାଯାଇଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close