ODISHAPOLITICSTOP STORIES

ଆଜି କ୍ୟାବିନେଟ

ଭୁବନେଶ୍ୱର, ୯।୧୧ (ଓଡ଼ିଶା ଭାସ୍କର): ଶୁକ୍ରବାର କ୍ୟାବିନେଟ ବୈଠକ ଅନୁଷ୍ଠିତ ହେବ। ଅପରାହ୍ଣ ୫.୪୫ରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଅଧ୍ୟକ୍ଷତାରେ ସଚିବାଳଠାରେ ବସିବାକୁଥିବା ବୈଠକରେ୬ ଟ ି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି । କ୍ୟାବିନେଟ ଅନୁମୋଦନ ପାଇଁ କଳାହାଣ୍ଡି ମେଡିକାଲ କଲେଜ ନିର୍ମାଣ ସମେତ ପୂର୍ତ୍ତ ବିଭାଗର ଦୁଇଟ ି ପ୍ରସ୍ତାବ, ଉଚ୍ଚଶିକ୍ଷା ବିଭାଗର ଦୁଇଟି, ଅଣୁ, କ୍ଷୁଦ୍ର ଓ ମଧ୍ୟମ ଉଦ୍ୟୋଗ ଏବଂ କୃଷି ବିଭଗର ଗୋଟି ଏଲେଖାଏଁ ପ୍ରସ୍ତାବ ରହିଛି ।

Show More

Related Articles

Leave a Reply

Your email address will not be published. Required fields are marked *

Close