INTERNATIONAL NEWSNEWSTOP STORIES

ସୂର୍ଯ୍ୟଙ୍କ ଚାରିପଟେ ଘୁରିବୁଲୁଛି ଆଉ ଏକ ପୃଥିବୀ

ପ୍ୟାରିସ୍ : ସୂର୍ଯ୍ୟଙ୍କ ଚାରିପଟେ ଘୁରିବୁଲୁଛି ଆଉ ଏକ ପୃଥିବୀ । ଏହି ସୁପର ଆର୍ଥ କୁ ବୈଜ୍ଞାନିକମାନେ ଠାବ କରିଛନ୍ତି । ଏହି ପୃଥିବୀଟି ସୂର୍ଯ୍ୟଙ୍କ ଚାରିପଟେ ଏକ ତାରା ସାହାଯ୍ୟରେ ଘୁରୁଛି ବୋଲି ବୁଧବାର ବୈଜ୍ଞାନିକମାନେ ଦାବି କରିଛନ୍ତି । ବର୍ତ୍ତମାନ ଏହାର ନାମ ବର୍ଣ୍ଣାଡ୍ ଷ୍ଟାର ଦିଆଯାଇଛି । ମନୁଷ୍ୟ ବାସବାସ କରୁଥିବା ପୃଥିବୀ ଠାରୁ ମଧ୍ୟ ଏହା ନିକଟତର ବୋଲି ସ୍ପେନ୍ର କାଟାଲୋନିଆ ଇନ୍ଷ୍ଟିଚ୍ୟୁଟ୍ ଅଫ୍ ସ୍ପେସ୍ ଷ୍ଟଡିଜ୍ର ବୈଜ୍ଞାନିକ ଇଗ୍ନାସି ରିବାସ ଦାବି କରିଛନ୍ତି ।

Show More

Related Articles

Leave a Reply

Your email address will not be published. Required fields are marked *

Close