ହ୍ୟାକ୍ ହେଲା ସରକାରୀ କଲେଜ ୱେବସାଇଟ୍

ଭୁବନେଶ୍ୱର,୧୮ା୧୧(ଓଡ଼ିଶା ଭାସ୍କର): ଦକ୍ଷିଣ ଓଡ଼ିଶାରେ ଏକାଧିକ କଲେଜ ୱେବସାଇଟ ହ୍ୟାକ ଇଛି ହୋ। ମାଲକାନଗିରି, ଜୟପୁର, କୋରାପୁଟ ସରକାରୀ କଲେଜ ୱେବସାଇଟ୍ ହ୍ୟାକ୍ ହୋଇଥିବା ଜଣାପଡ଼ିଛି । ଟେକ୍ ବାଇଟ୍ ସଂସ୍ଥା ୱେବସାଇଟ ହ୍ୟାକ୍ କରିଥିବା ସୂଚନା ମିଳିଛି ।

Get real time updates directly on you device, subscribe now.