fbpx

ଜମ୍ମୁ କାଶ୍ମୀରରେ ଭୂକମ୍ପ ଝଟକା

ଶ୍ରୀନଗର, ୩୦/୧୨: ଜାମ୍ମୁ କାଶ୍ମୀରରେ ସୋମବାର ବିଳମ୍ବିତ ରାତ୍ରିରେ ଭୂକମ୍ପର ଝଟ୍କା ଅନୁଭୂତ ହୋଇଥିବା ସୁଚନା ମିଳିଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୪ ଥିବା ରେକର୍ଡ କରାଯାଇଛି ।  ଭୂକମ୍ପ ଯୋଗୁଁ କୌଣସି କ୍ଷୟକ୍ଷତି ହୋଇଥିବା  ଜଣା ପଡ଼ିନାହିଁ। ଭୂକମ୍ପର କେନ୍ଦ୍ରସ୍ଥଳ ପାକ ଅଧିକୃତ କାଶ୍ମୀର ବୋଲି ଜଣାପଡିଛି । କାଶ୍ମୀରରେ ଗତ ୧୦ଦିନ ମଧ୍ୟରେ ୨ୟ ଥର ପାଇଁ ଏପରି ଭୂକମ୍ପ ଅନୁଭୂତ ହୋଇଥିବା ସୁଚନା ରହିଛି ।

Get real time updates directly on you device, subscribe now.