fbpx

ପଦର୍ଶନୀ ପଡିଆରେ ମୁଖ୍ୟମନ୍ତ୍ରୀ: ଜାତୀୟ ପତାକା ଉତ୍ତୋଳନ ପରେ ଅବିଭାଷଣ

 

୭୬ ତମ ସ୍ୱାଧିନତା ଦିବସ ଅସରରେ ପଦର୍ଶନୀ ପଡିଆରେ ତ୍ରିରଙ୍ଗା ଉଡାଇଲେ ସୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପଦର୍ଶନୀ ପଡିଆରେ ରାଜ୍ୟସ୍ତରୀୟ ଉତ୍ସବରେ ପତକା ଉତ୍ତୋଳନ ମୁଖ୍ୟ ମନ୍ତ୍ରୀ । ପତାକା ଉତ୍ତୋଳନ ସମୟରେ ମନ୍ତ୍ରୀମଣ୍ଡର ସଦସ୍ୟ ଓ ମାନ୍ୟଗଣ୍ୟ ଅତିଥି ଉପସ୍ଥିତ ।

Get real time updates directly on you device, subscribe now.