fbpx

Mazagon Dock Shipbuilders Ltd ପକ୍ଷରୁ ବାହାରିଲା ୧୦୪୧ଟି ପଦବୀ

ଚାକିରି ଖୋଜୁଥିବା ଆଶାୟୀଙ୍କ ପାଇଁ ଏକ ଖୁସି ଖବର । ମଜଗୋଁ ଶିପବିଲ୍ଡର୍ସ ଲିମିଟେଡ ପକ୍ଷରୁ ୧୦୪୧ଟି ପଦବୀ ବାହାରିଛି । ଅଣକାର୍ୟ୍ୟନିର୍ବାହୀ ପଦବୀରେ ପ୍ରାର୍ଥୀଙ୍କୁ ନିଯୁକ୍ତି ମିଳିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କକୁ ଯାଇ ଚାକିରି ବିଷୟରେ ସବିଶେଷ ସୂଚନା ପାଇପାରିବେ ।

ପ୍ରାର୍ଥୀମାନେ ଅନଲାଇନରେ ଆବେଦନ କରିବା ସହ ଜେନେରାଲ / ଓବିସି / ଇଡବ୍ଲ୍ୟୁଏସ ବର୍ଗର ଆଶାୟୀମାନେ ୧୦୦ ଟଙ୍କା ଫିସ୍ ପ୍ରଦାନ କରିବାକୁ ପଡ଼ିବ । ପ୍ରାର୍ଥୀଙ୍କର ବୟସ ୧୮ରୁ ୩୮ ବର୍ଷ ହୋଇଥିବା ଆବଶ୍ୟକ । ବୟସ କୋହଳ ସରକାରୀ ନିୟମ ଅନୁଯାୟୀ ଧାର୍ୟ୍ୟ ହେବ । ସେପ୍ଟେମ୍ବର ୧୨ରୁ ଆବେଦନ ଆରମ୍ଭ ହୋଇଯାଇଥିବା ବେଳେ ଅନ୍ତିମ ତାରିଖ ଆସନ୍ତା ୩୦ ତାରିଖ ରହିଛି । ନଭେମ୍ବର ୫ ତାରିଖରେ ଅନଲାଇନ ମୋଡ଼ରେ ପରୀକ୍ଷା କରାଯିବ ।

ଅନଲାଇନ ଆବେଦନ ଲିଙ୍କ: https://mazagondock.in/Career-Non-Executives.aspx

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/09/Notification-Mazgondock-Non-Executive-Posts.pdf

ଅଫିସିଆଲ ୱେବସାଇଟ: https://mazagondock.in/

Get real time updates directly on you device, subscribe now.