fbpx

୧୬ ପର୍ଯ୍ୟାୟ ଭୋଟ ଗଣତି ଶେଷ ସୁଦ୍ଧା ମମତା ବାନାର୍ଜୀ ୮ ହଜାର ଭୋଟରେ ଆଗୁଆ

ପଶ୍ଚିମବଙ୍ଗ ୦୨ ।୦୫ (ଓଡ଼ିଶା ଭାସ୍କର) : ପଶ୍ଚିମବଙ୍ଗରେ ନିର୍ବାଚନ ଫଳାଫଳ ଘୋଷଣା ହେବା ଅଗରୁ ଟିଏମସି ବିଜୟ ପଥରେ ଆଗେଇ ଚାଲିଥିବା ଦେଖିବାକୁ ମିଳୁଛି । ହେଲେ ନନ୍ଦୀଗ୍ରାମ ବିଧାନସଭା ଆସନ ପାଇଁ ବିଜେପି ଏବଂ ଟିଏମସି ମଧ୍ୟରେ କଡ଼ା ଟକ୍କର ଦେଖା ଯାଉଛି । ଗଣତିର ୧୬ ପର୍ଯ୍ୟାୟ ଶେଷ ହେବା ସୁଦ୍ଧା ମମତା ବାନାର୍ଜୀ ଶୁଭେନ୍ଦୁ ଅଧିକାରୀଙ୍କୁ ପଛରେ ପକାଇ ୮ ହଜାର ଭୋଟରେ ଆଗୁଆ ଅଛନ୍ତି । ଏହି ଆସନ ଲାଗି ବିଜେପିରୁ ଶୁଭେନ୍ଦୁ ଅଧିକାରୀ ଏବଂ ମମତା ବନାର୍ଜୀ ଟିଏମସିରୁ ପ୍ରାର୍ଥୀ ଭାବେ ଛିଡା ହୋଇଥିଲେ ।

Get real time updates directly on you device, subscribe now.