fbpx

ଓଡ଼ିଶା ଆଦର୍ଶ ବିଦ୍ୟାଳୟରେ ବାହାରିଲା ନିଯୁକ୍ତି, ଶୀଘ୍ର କରନ୍ତୁ ଆବେଦନ

ଓଡ଼ିଶା ଆଦର୍ଶ ବିଦ୍ୟାଳୟ ସଂଗଠନ (ଓଏଭିଏସ) ତରଫରୁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ପ୍ରିନ୍ସପାଲ, ଟିଚର, ଲାଇବ୍ରେରିଆନ ଆଦି ପଦବୀରେ ଚାକିରି ପାଇଁ ବିଜ୍ଞାପନ ବାହାରିଛି । ଚାକିରି କରିବାକୁ ଇଚ୍ଛୁକ ଥିବା ପ୍ରାର୍ଥୀମାନେ ନିମ୍ନ ପ୍ରଦତ୍ତ ନୋଟିଫିକେସନ ଲିଙ୍କରେ କ୍ଲିକ କରି ସବିଶେଷ ବିବରଣୀ ପାଇପାରିବେ ।

ମୋଟ ପଦବୀ ସଂଖ୍ୟା: ୧୭୪୯

ବୟସ: ପ୍ରିନ୍ସପାଲ- ୩୨-୫୦ ବର୍ଷ, ଅନ୍ୟ ପଦବୀ- ୨୧-୩୨ ବର୍ଷ । (ରାଜ୍ୟ ସରକାରଙ୍କ ନିୟମାନୁଯାୟୀ ବୟସ କୋହଳ ହେବ)

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୦୬.୦୧.୨୦୨୨

ଅନଲାଇନ ଆବେଦନ ଶେଷ ତାରିଖ: ୦୫.୦୨.୨୦୨୨

ଅନଲାଇନ ଆବେଦନ ଲିଙ୍କ: Available Soon

ବିଜ୍ଞାପନ ଲିଙ୍କ: https: //nijuktikhabar.in/wp-content/uploads/2021/12/Notification-Odisha-Adarsha-Vidyalaya-Recruitment-2022.pdf

ଅଫିସିଆଲ ୱେବସାଇଟ୍: https://oav.edu.in/

Get real time updates directly on you device, subscribe now.