fbpx

ଘୋଷଣା ହେବ +2 ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ; ଜାଣନ୍ତୁ କେବେ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ମାଧ୍ୟମିକ ଶିକ୍ଷା ବୋର୍ଡର ବଡ ଘୋଷଣା । ଯୁକ୍ତ ୨ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ଘୋଷଣା କରାଯିବ । ଆସନ୍ତର ୩୧ ତାରିଖରେ ବିଜ୍ଞାନ ଓ ବାଣିଜ୍ୟ ଫଳାଫଳ ପ୍ରକାଶ ପାଇବ ବୋଲି ଜଣାପଡିଛି । ସେହିପରି ପରବର୍ତ୍ତୀ ପର୍ଯ୍ୟାୟରେ କଳା ଓ ଧନ୍ଦାମୂଳକ ପରୀକ୍ଷାର ଫଳ ପ୍ରକାଶ ପାଇବ ।

ଉଲ୍ଲେଖଯୋଗ୍ୟ ଯେ, କରୋନା କାରଣରୁ ଚଳିତ ବର୍ଷର ଯୁକ୍ତ ୨ ପରୀକ୍ଷା ସମ୍ଭବ ହୋଇନଥିଲା । ଏପରି ସ୍ଥଳେ କେଉଁଭଳି ଭାବରେ ମାର୍କ ଦିଆଯିବ ତାହା ସ୍ପଷ୍ଟ ହୋଇନାହିଁ ।

Get real time updates directly on you device, subscribe now.