fbpx

NPCIL ପକ୍ଷରୁ ବାହାରିଲା ୨୪୩ଟି ପଦବୀ, ଡିସେମ୍ବର ୬ରୁ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଚାକିରି ଖୋଜୁଥିବା ଯୁବକ, ଯୁବତୀଙ୍କ ପାଇଁ ଏକ ଭଲ ଖବର ଆସିଛି । ନ୍ୟୁକ୍ଲିୟର ପାୱାର କର୍ପୋରେସନ ଇଣ୍ଡିଆ ଲିମିଟେଡ (ଏନପିସିଆଇଏଲ) ପକ୍ଷରୁ ୨୪୩ଟି ପଦବୀ ପାଇଁ ବିଜ୍ଞାପନ ବାହାରିଛି । ପ୍ରାର୍ଥୀଙ୍କୁ ସାଇଣ୍ଟିଫିକ ଆସିଷ୍ଟାଣ୍ଟ, ଫାର୍ମାସିଷ୍ଟ, ଷ୍ଟାଇପେଣ୍ଡାରି ଟ୍ରେନି, ନର୍ସ, ଆସିଷ୍ଟାଣ୍ଟ ଗ୍ରେଡ-୧ ଓ ଅନ୍ୟ ପଦବୀରେ ନିଯୁକ୍ତି ଦିଆଯିବ । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ ଲିଙ୍କକୁ ଯାଇ ସବିଶେଷ ତଥ୍ୟ ପାଇପାରିବେ ।

ଡିସେମ୍ବର ମାସ ୬ ତାରିଖରୁ ଅନଲାଇନ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇ ୨୦୨୩ ମସିହା ଜାନୁଆରୀ ମାସ ୫ ତାରିଖରେ ସମାପ୍ତ ହେବ । ଏହାପରେ ଫେବୃଆରୀ ମାସରେ ଅନଲାଇନ୍ ପରୀକ୍ଷାର ହେବାର ସମ୍ଭାବନା ରହିଛି । ବିଭିନ୍ନ ପଦବୀ ପାଇଁ ପ୍ରାର୍ଥୀଙ୍କର ସର୍ବାଧିକ ବୟସ ୧୮ ବର୍ଷରୁ ଆରମ୍ଭ ହୋଇ ୩୦ ବର୍ଷ ପର୍ଯ୍ୟନ୍ତ ଅଲଗା ଅଲଗା ରହିଛି ।

ଅନଲାଇନ ଆବେଦନ ଲିଙ୍କ: Available on 06.12.2022

ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/12/Notification-NPCIL-Various-Vacancy.pdf

ଅଫିସିଆଲ ୱେବସାଇଟ୍: https://www.npcil.nic.in/index.aspx

Get real time updates directly on you device, subscribe now.