fbpx

ଗଣେଶ ବିସର୍ଜନ ବେଳେ ଅଘଟଣ, ଜଳପ୍ରପାତରେ ବୁଡ଼ି ୩ ନିଖୋଜ

ନୂଆପଡ଼ା(ଓଡ଼ିଶା ଭାସ୍କର): ନୂଆପଡ଼ା ଅଞ୍ଚଳରେ ଗଣେଶ ଭଗବାନଙ୍କ ବିସର୍ଜନ ବେଳେ ଘଟିଯାଇଛି ବଡ଼ ଅଘଟଣ । ଗୋଧସା ଜଳପ୍ରପାତରେ ବିସର୍ଜନ ସମୟରେ ବୁଡ଼ିଯାଇ ୩ ଜଣ ନିଖୋଜ ହୋଇଥିବା ଜଣାପଡିଛି । ନିଖୋଜ ଥିବା ୩ ଜଣ ଏକ ବିଦେଶୀ ମଦ ଦୋକାନର କର୍ମଚାରୀ ବୋଲି ଜଣାପଡିଛି । ନିଖୋଜ ୩ ଜଣଙ୍କୁ ଉଦ୍ଧାର ପାଇଁ ସ୍ଥାନୀୟ ଲୋକଙ୍କ ଉଦ୍ୟମ ଜାରି ରହିଛି ।

Get real time updates directly on you device, subscribe now.