fbpx

କରୋନାର ଔଷଧ ଖୋଜି ରାତାରାତି ୧୫-୧୫ କୋଟିର ମାଲିକ ହେଲେ ୩ ପ୍ରଫେସର

ବିଟ୍ରେନର ୩ ଜଣ ପ୍ରଫେସର କରୋନା ଔଷଧ ବାହାର କରି ରାତାରାତି କୋଟିପତି ହୋଇଛନ୍ତି । ପ୍ରଫେସର ରଟକୋ ଜୁକାନୋଭିକ୍, ଷ୍ଟିଫେନ୍ ହୋଲଗେଟ ଓ ହୋନ୍ନା ଡେଭିସଙ୍କ କମ୍ପାନୀ ସାଇନାରେଗେନର ସେୟାର ଗୋଟିଏ ରାତିରେ ଅଧିକ ବଢିଗଲା । ବର୍ତ୍ତମାନ ପର୍ଯ୍ୟନ୍ତ ସେୟାରର ମୂଲ୍ୟ ୩ ହଜାର ପ୍ରତିଶତ ବଢିଯାଇଛି ।

ତେବେ ସେମାନଙ୍କ କମ୍ପାନୀ ସିନୈରଜେନ ନାମ ଏକ ଔଷଧ ପ୍ରସ୍ତୁତ କରିଥିଲେ । ସେହି କମ୍ପାନୀ କରୋନା ଭାଇରସ ପାଇଁ ଔଷଧକୁ ବ୍ୟବହାର କଲା । ପରୀକ୍ଷଣରୁ ଜଣାପଡିଲା ଯେ, ୭୯% ଗୁରୁତର ରୋଗୀଙ୍କୁ ଏହି ଔଷଧ ଦିଆଯାଇଥିଲା, ଫଳରେ ସେମାନଙ୍କର ଅବସ୍ଥା ଅଧିକ ଗୁରୁତର ହେବା ବଦଳରେ ଭଲ ହେବାରେ ଲାଗିଥିଲା ।

Get real time updates directly on you device, subscribe now.