fbpx

ଆବାସିକ କଲେଜରେ ୩୩ ଶିକ୍ଷାର୍ଥୀ କୋଭିଡ ପଜିଟିଭ, ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା

ଢେଙ୍କାନାଳ ଆବାସିକ ଯୁକ୍ତ ଦୁଇ କଲେଜରେ ୩୩ ଶିକ୍ଷାର୍ଥୀ ପଜିଟିଭ । ୨ ନଂ ୱାର୍ଡର କୁଞ୍ଜକାନ୍ତ ଅଞ୍ଚଳରେ ଥିବା କଲେଜ ଛାତ୍ରଛାତ୍ରୀ ପଜିଟିଭ । କୁଞ୍ଜକାନ୍ତ ଅଞ୍ଚଳକୁ ୧୦ ଦିନ ପାଇଁ କଣ୍ଟେନମେଣ୍ଟ ଘୋଷଣା ।

ସୂଚନାଯୋଗ୍ୟ, ଗତ ସପ୍ତାହରେ ବୁର୍ଲା ଭିମସାର ମେଡିକାଲ କଲେଜରେ ୫୦ ରୁ ଅଧିକ ଏମବିବିଏସ ଛାତ୍ରଛାତ୍ରୀ କରୋନା ପଜିଟିଭ ହୋଇଥିଲେ । ସଂକ୍ରମଣ ବୃଦ୍ଧିକୁ ଦୃଷ୍ଟିରେ ରଖି ପ୍ରଥମ ଓ ଦ୍ୱିତୀୟ ବର୍ଷର ଅଫଲାଇନ ପରୀକ୍ଷାକୁ ବାତିଲ୍ କରିଦିଆଯାଇଥିଲା । ସମସ୍ତ ପରୀକ୍ଷା ଓ ପ୍ରାକ୍ଟିକାଲ ଅନଲାଇନରେ ହେବ ବୋଲି ଶ୍ରୀମତୀ ଦୋରା କହିଥିଲେ । ତେବେ ଚିହ୍ନଟ ହୋଇଥିବା ୨୨ ଜଣ ଛାତ୍ରୀ ପ୍ରଥମ ବର୍ଷର ବୋଲି ଜଣାପଡ଼ିଥିଲା । କରୋନା ପଜିଟିଭ୍ ଚିହ୍ନଟ ହେବା ପେର ସମସ୍ତଙ୍କୁ ବିଳମ୍ବିତ ରାତ୍ରିରେ କୋଭିଡ୍ ୱାର୍ଡରେ ଭର୍ତ୍ତି କରାଯାଇଥିଲା

Get real time updates directly on you device, subscribe now.