fbpx

OPSC ପକ୍ଷରୁ ବାହାରିଲା ଚାକିରି, ଓଡ଼ିଶା ସିଭିଲ୍ ସର୍ଭିସରେ ୪୦୫ଟି ପଦବୀ ଖାଲି

ରାଜ୍ୟର ଛାତ୍ରଛାତ୍ରୀଙ୍କ ପାଇଁ ଏକ ଭଲ ନିଯୁକ୍ତି ସୁଯୋଗ ଆସିଛି । ଓଡ଼ିଶା ପ୍ରଶାସନିକ ସେବା (ଓସିଏସ)ରେ ମୋଟ ୪୦୫ଟି ପଦବୀ ପୂରଣ ନିମନ୍ତେ ବିଜ୍ଞାପନ ବାହାରିଛି । ଇଚ୍ଛୁକ ପ୍ରାର୍ଥୀମାନେ ତଳେ ଦିଆଯାଇଥିବା ନୋଟିଫିକେସନ୍ ଲିଙ୍କ ଉପରେ କ୍ଲିକ କରି ସମସ୍ତ ତଥ୍ୟ ବିଷୟରେ ଜାଣିପାରିବେ ।

ବୟସ: ୨୧ରୁ ୩୨ ବର୍ଷ (ସରକାରଙ୍କ ନିୟମ ଅନୁଯାୟୀ ବୟସ କୋଳହ ହେବ)

ଆବେଦନ ଫିସ୍: ୫୦୦ (SC/ ST/ PwDଙ୍କ ପାଇଁ ଛାଡ଼)

ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏସନ୍

ଅନଲାଇନ ଆବେଦନର ଆରମ୍ଭ ତାରିଖ: ୧୦.୦୧.୨୦୨୨

ଅନଲାଇନ ଆବେଦନର ଅନ୍ତିମ ତାରିଖ: ୦୯.୦୨.୨୦୨୨

ଆପ୍ଲାଏ ଅନଲାଇନ୍ ଲିଙ୍କ: Available Soon

ନୋଟିଫିକେସନ୍ ଲିଙ୍କ: https://nijuktikhabar.in/wp-content/uploads/2022/01/Notification-Odisha-Civil-Services-Exam-2022.pdf

ଅଫିସିଆଲ ୱେବସାଇଟ୍ ଲିଙ୍କ: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.