fbpx

ଦେଶରେ ୨୪ଘଣ୍ଟାରେ ୫୦୭ମୃତ

ନୂଆଦିଲ୍ଲୀ, ୧ା୭: ଦେଶରେ କରୋନା ଆକ୍ରାନ୍ତ ଓ ମୃତ୍ୟୁ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ଗତ ୨୪ଘଣ୍ଟାରେ ୧୮,୬୫୩ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୫୦୭ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୫,୮୫,୪୯୩ କୁ ବୃଦ୍ଧି ପାଇଛି ଓ ମୃତ୍ୟୁ ସଂଖ୍ୟା ୧୭,୪୦୦ରେ ପହଞ୍ଚିଛି । ବର୍ତ୍ତମାନ ସକ୍ରିୟ ସଂକ୍ରମିତ ସଂଖ୍ୟା ୨,୨୦,୧୧୪ ଥିବା ବେଳେ ୩,୪୭,୯୭୯ଜଣ ସୁସ୍ଥ ହୋଇଛନ୍ତି ।

Get real time updates directly on you device, subscribe now.