fbpx

୭୯୬ଟି ASO ପଦବୀ ପାଇଁ ବାହାରିଲା ବିଜ୍ଞପ୍ତି, ଓଡ଼ିଶା ସରକାରଙ୍କ ପକ୍ଷରୁ ବଡ଼ ନିଯୁକ୍ତି

ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆବର୍ଷରେ ଏକ ବଡ଼ ନିଯୁକ୍ତି ସୁଯୋଗ ଆସିଛି । ମୋଟ ୭୯୬ଟି ଆସିଷ୍ଟାଣ୍ଟ ସେକ୍ସନ ଅଫିସର (ASO) ପଦବୀ ନିମିତ୍ତ ବିଜ୍ଞାପନ ବାହାରିଛି । ସଫଳ ପ୍ରାର୍ଥୀମାନଙ୍କୁ ଓଡ଼ିଶା ସରକାରଙ୍କ ଗୃହ ବିଭାଗ ଅଧୀନରେ ଗ୍ରୁପ-ବି ରାଙ୍କରେ ସେକ୍ରେଟାରିଏଟରେ ନିଯୁକ୍ତି ମିଳିବ । ଆଶାୟୀ ଛାତ୍ରଛାତ୍ରୀମାନେ ନିମ୍ନ ପ୍ରଦତ୍ତ ବିଜ୍ଞାପନ ଲିଙ୍କରେ କ୍ଲିକ କରି ସବିଶେଷ ତଥ୍ୟ ପାଇ ପାରିବେ ।

ପ୍ରାର୍ଥୀଙ୍କ ଶିକ୍ଷାଗତ ଯୋଗ୍ୟତା: ଗ୍ରାଜୁଏସନ

ଦରମା: ୩୫,୪୦୦/- PM

ବୟସ: ୨୧ରୁ ୩୨ ବର୍ଷ (ରାଜ୍ୟ ସରକାରଙ୍କ ନିୟମ ଅନୁଯାୟୀ କୋହଳ ହେବ)

ଆବେଦନ ଫିସ୍: ୫୦୦/- (SC/ ST/ PwDଙ୍କ ପାଇଁ ଛାଡ଼)

ଅନଲାଇନ ଆବେଦନ ଆରମ୍ଭ ତାରିଖ: ୨୦.୦୧.୨୦୨୨

ଅନଲାଇନ ଆବେଦନ ଅନ୍ତିମ ତାରିଖ: ୧୯.୦୨.୨୦୨୨

ଆପ୍ଲାଏ ଅନଲାଇନ ଲିଙ୍କ: Available Soon

ଅଫିସିଆଲ ନୋଟିଫିକେସନ ଲିଙ୍କ: https://img.freejobalert.com/uploads/2022/01/Notification-OPSC-Asst.-Section-Officer-Posts.pdf

ଅଫିସିଆଲ ୱେବସାଇଟ୍: https://www.opsc.gov.in/Public/OPSC/Default.aspx

Get real time updates directly on you device, subscribe now.