fbpx

ଧକ୍କା ହେଲା ଭ୍ୟାନ୍-ବାଇକ୍, ଜଣେ ମୃତ

ବୈାଦ୍ଧ, ୧୬ା୨(ଓଡ଼ିଶା ଭାସ୍କର): ବୈାଦ୍ଧ କଣ୍ଟାମାଳ ନିକଟସ୍ଥ ଖଟଖଟିଆ ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି । ସେଠାରେ ଏକ ସଡ଼କ ଦୁର୍ଘଟଣା ହୋଇଛି । ଭ୍ୟାନ୍ ଓ ବାଇକ୍ ଧକ୍କା ହୋଇଥିବା ସୂଚନା ମିଳିଛି । ସେହି ଦୁର୍ଘଟଣାରେ ଭ୍ୟାନରେ ଥିବା ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ଚାରିଜଣ ଗୁରୁତର ଭାବେ ଆହତ ହୋଇଛନ୍ତି ।

Get real time updates directly on you device, subscribe now.