fbpx

ଆଦିତ୍ୟ ଆତ୍ମହତ୍ୟା ମାମଲା: ବିଦ୍ୟାଶ୍ରୀଙ୍କ ଆତ୍ମହତ୍ୟା ଉଦ୍ୟମ

କଟକ, ୧୬ା୧୨ (ଓଡିଶା ଭାସ୍କର): ମାନବପ୍ରେମୀ ଆଦିତ୍ୟ ଦାଶଙ୍କ ପତ୍ନୀ ବିଦ୍ୟାଶ୍ରୀ ଆତ୍ମହତ୍ୟା ଉଦ୍ୟମ କରିଛନ୍ତି । ତେବେ ଆତ୍ମହତ୍ୟା ଉଦ୍ୟମ ପରେ ତାଙ୍କୁ ହସ୍ପିଟାଲକୁ ନିଆଯାଇଥିବା ସୂୂଚନା ମିଳିଛି ।

ଖବରରୁ ଜଣାପଡ଼ିଛି ଯେ, ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଆତ୍ମହତ୍ୟା ଉଦ୍ୟମ କରିଥିଲେ । ଏହି ଘଟଣାଟି ତାଙ୍କ କଟକ ସ୍ଥିତ ବାସଭବନରେ ଘଟିଥିବା ଜଣାପଡ଼ିଛି । ବିଦ୍ୟାଶ୍ରୀ ନିଦ ବଟିକା ଖାଇ ଲାଇଭ୍ ଭିଡିଓ ସୁଟିଂ କରିଥିବା ଜଣାପଡ଼ିଛି । ମାନବ ପ୍ରେମୀ ଆଦିତ୍ୟ ଦାଶଙ୍କ ମୃତ୍ୟୁ ପରେ ବିଭିନ୍ନ ସମୟରେ ତାଙ୍କ ଧର୍ମପତ୍ନୀ ବିଦ୍ୟାଶ୍ରୀ ଚର୍ଚ୍ଚାରେ ରହିଥିଲେ ।

Get real time updates directly on you device, subscribe now.