fbpx

ଦିନରେ ଶୋଇବା ଦ୍ୱାରା ମିଳିଥାଏ ଏହି ଉପକାର

ସାଧାରଣତଃ ଲୋକମାନେ ଦିନରେ ଶୋଇବା ଅସ୍ୱାସ୍ଥ୍ୟକର ବୋଲି ମାନିଥାନ୍ତି । ଅନ୍ୟପଟେ ଅଧିକାଂଶ ଲୋକ ଦିନରେ ଅଫିସରେ ଥିବାରୁ ଶୋଇବା କଷ୍ଟକର ହୋଇଥାଏ । କିନ୍ତୁ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଯେ, ଦିନରେ ଶୋଇବା ଦ୍ୱାରା ଆପଣଙ୍କୁ ଅନେକ ଲାଭ ମିଳିପାରିବ । ଗୋଟିଏ ଅଧ୍ୟୟନରେ ବୈଜ୍ଞାନିକମାନେ ପ୍ରକାଶ କରିଛନ୍ତି ଯେ, ‘ଯେଉଁ ଲୋକମାନେ ଦିନରେ ଥରେ କି ୨ ଥର ଶୋଇଥାନ୍ତି, ସେମାନଙ୍କର ହୃଦୟ ସୁସ୍ଥ ରହିଥାଏ ।’

ଅନୁସନ୍ଧାନକାରୀଙ୍କ ମତରେ, ‘ଯଦି ଆପଣ ଦିନକୁ ଥରେ କି ୨ ଥର ଶୋଇବ, ତେବେ ହୃଦଘାତ ଓ ଷ୍ଟ୍ରୋକ୍ ଭଳି ମାରତ୍ମାକ ରୋଗ ହେବାର କମ୍ ଆଶଙ୍କା ରହିବ ।’

Get real time updates directly on you device, subscribe now.