fbpx

୧ରୁ ଗଞ୍ଜାମରେ ରହିବ ସବୁ ଟ୍ରେନ୍

ଗଞ୍ଜାମ,୨୬ ।୯(ଓଡିଶା ଭାସ୍କର): ଆସନ୍ତା ୧ରୁ ଗଞ୍ଜାମ ଜିଲ୍ଲା ଓ ସୀମାନ୍ତବର୍ତ୍ତୀ ଷ୍ଟେସନରେ ସବୁ ଟ୍ରେନ୍ ରହିବ । ଏନେଇ ପୂର୍ବତଟ ରେଳପଥ ଯାତ୍ରୀ ପରିବହନ ମୁଖ୍ୟ ପରିଚାଳକ ସୂଚନା ଦେଇଛନ୍ତି । ଜୁଲାଇ ୯ରୁ ବାଲୁଗାଁ, ବ୍ରହ୍ମପୁର, ଛତ୍ରପୁର ଆଦି ଷ୍ଟେସନରେ ଟ୍ରେନ୍ ରହୁନାହିଁ । କୋଭିଡ ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲାର ସମୁ ଷ୍ଟେସନରେ ଟ୍ରେନ୍ ରହୁନାହିଁ ।

Get real time updates directly on you device, subscribe now.