fbpx

ସିଲ୍ ହେଲା ଭୁବନେଶ୍ୱରର ଆଉ ଏକ ବାର୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ ଯୋଗୁଁ କଟକଣାକୁ ସାମାନ୍ୟ କୋହଳ କରିଥିଲେ ହେଁ ଏବେବି କିଛି ନିୟମ ମାନିବାକୁ ନିର୍ଦ୍ଦେଶ ରହିଛି । ଏହାରି ମଧ୍ୟରେ କୋଭିଡ ନିୟମ ଭାଙ୍ଗିବା ଅଭିଯୋଗରେ ଭୁବନେଶ୍ୱର ଆଉ ଏକ ବାର୍ ସିଲ୍ ହୋଇଛି । ଗଜପତି ନଗରର ଏକ ବାର୍ ଉପରେ ଚଢ଼ାଉ କରି ସିଲ୍ କରିଛି ବିଏମସି ସ୍କ୍ୱାର୍ଡ । ରାତି ୧୦ଟା ୩୦ରେ ବାର୍ ଓ ରେଷ୍ଟୁରାଣ୍ଟ ଅତିଥିପୂର୍ଣ୍ଣ ଥିବାରୁ ଏଭଳି କାର୍ଯ୍ୟାନୁଷ୍ଠାନ ହୋଇଛି ।

Get real time updates directly on you device, subscribe now.