fbpx

କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ

କର୍ଲାପାଟ ,୧୩/୨ (ଓଡିଶା ଭାସ୍କର): କର୍ଲାପାଟ ଅଭୟାରଣ୍ୟରେ ଆଉ ଗୋଟିଏ ହାତୀର ମୃତ୍ୟୁ ହୋଇଛି। କର୍ଲାପାଟ ଅଭୟାରଣ୍ୟରେ ଅସୁସ୍ଥ ଥିବା ହାତୀଟିର ଆଜି ମୃତ୍ୟୁ ଘଟିଛି। ଭୂତାଣୁ ଜନିତ ହେମ୍‌ରେସେପ୍ଟିସେମିଆ ରୋଗରେ ଆକ୍ରାନ୍ତ ହୋଇ ହାତୀର ମୃତ୍ୟୁ ଘଟିଥିବା ସ୍ପଷ୍ଟ କଲେ ବିଶେଷଜ୍ଞ ଟିମ୍‌। ଗତ ୧୩ ଦିନରେ ଅଭୟାରଣ୍ୟରେ ୫ଟି ହାତୀଙ୍କ ମୃତୁ ଘଟିଲାଣି ।ମୃତ ହାତୀଛୁଆର ମାଆ ଗତକାଲି ପ୍ରାଣ ହରାଇଥିବା ସୂଚନା ମିଳିଛି ।

Get real time updates directly on you device, subscribe now.