fbpx

ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ

କଟକ,୨୫ ।୮(ଓଡିଶା ଭାସ୍କର): ଆଗକୁ ଆସୁଛି ଦୁର୍ଗାପୂଜା । କିନ୍ତୁ କରୋନା ମହାମାରୀ ଯୋଗୁଁ ସବୁ କିଛି ଫିକା ଫିକା । ଏହାରି ମଧ୍ୟରେ କଟକ ଦୁର୍ଗାପୂଜା ପାଇଁ ହାଇକୋର୍ଟରେ ଆବେଦନ କରାଯାଇଛି । ପୂଜା କରିବାକୁ ଅନୁମତି ଦେବାକୁ ବାଲୁବଜାର କମିଟି ପକ୍ଷରୁ ଏହି ଆବେଦନ କରାଯାଇଛି । କୋଭିଡ ନିୟମ ମାନି ପୂଜା କରିବାକୁ ଆବେଦନ କରାଯାଇଛି ।

Get real time updates directly on you device, subscribe now.