fbpx

ଆର୍ଚେରୀରେ ଅତନୁ ବିଜୟୀ, ୟୁ-ଚେଙ୍ଗଙ୍କୁ ୬-୪ରେ ହରାଇଲେ

ନୂଆଦିଲ୍ଲୀ: ଆଜି ଟୋକିଓ ଅଲିମ୍ପିକ-୨୦୨୦ର ସପ୍ତମ ଦିନ । ଆର୍ଚେରୀ ପ୍ରତିଯୋଗିତାରେ ବିଜୟୀ ହୋଇଛନ୍ତି ଅତନୁ ଦାସ । ବ୍ୟକ୍ତିଗତ ରିକର୍ଭ ରାଉଣ୍ଡ-୩୨ ଜିତିଛନ୍ତି ଅତନୁ । ସେ ଚାଇନିଜ ତାଇପେଇର ୟୁ-ଚେଙ୍ଗଙ୍କୁ ୬-୪ରେ ହରାଇଲେ ବିଜୟ ହାସଲ କରିଛନ୍ତି । ବିଜୟୀ ହେବା ସହ ପ୍ରି-କ୍ୱାର୍ଟରରେ ପହଞ୍ଚିଛନ୍ତି ଅତନୁ । ରାଉଣ୍ଡ-୧୬ରେ କୋରିଆର ଓ’ ଜିନ୍-ହିକଙ୍କୁ ଅତନୁ ଭେଟିବେ ।

Get real time updates directly on you device, subscribe now.