ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ ସେଣ୍ଟର ପାଇଁ ଦାନ କଲେ ୨କୋଟି ଟଙ୍କା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ବଲିଉଡ ସୁପରଷ୍ଟାର ଅମିତାଭ ବଚ୍ଚନ କୋଭିଡ-କେୟାର ସେଣ୍ଟର ପାଇଁ ୨କୋଟି ଟଙ୍କା ଦାନ କରିଛନ୍ତି । ଦିଲ୍ଲୀର ରକବ ଗଞ୍ଜ ଗୁରୁଦ୍ୱାରରେ ସୋମବାର ଦିନ ଖୋଲିବାକୁ ଥିବା କୋଭିଡ-କେୟାର…

ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷ ହେବ ସାଂସଦ ରଘୁନାଥ ମହାପାତ୍ରଙ୍କ ଶେଷକୃତ୍ୟ : ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟସଭା ସାଂସଦ ତଥା ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ପାର୍ଥିବ ଶରୀରର ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ…

ମମତାଙ୍କ ଚିଠିର ଜବାବ ରଖିଲେ ଅର୍ଥମନ୍ତ୍ରୀ, ମେ’ ୩ରୁ କରୋନା ଉପକରଣ ଉପରୁ ଛାଡ଼ କରାଯାଇଛି ଜିଏସ୍ଟି

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : କରୋନା ରୋଗୀଙ୍କ ଚିକିତ୍ସାରେ ବ୍ୟବହାର ଉପକରଣ ଉପରେ ଜିଏସ୍ଟି ଛାଡିବା ନେଇ କେନ୍ଦ୍ର ସରକାରଙ୍କୁ ଚିଠି ଲେଖିଥିଲେ ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ। ଏନେଇ…

ଦେଶରେ କରୋନା ଜନିତ ମୃତ୍ୟୁ ହାର ହ୍ରାସ , ଗତ ୨୪ ଘଣ୍ଟା ମଧ୍ୟରେ ୩ ଟି ରାଜ୍ୟରେ ନାହିଁ ମୃତ୍ୟୁର ସୂଚନା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ ଦ୍ୱିତୀୟ କରୋନାର ଲହର ଅଧିକ କ୍ଷତିକାରକ ହୋଇଥିବାରୁ ସଂକ୍ରମଣ ଓ ମୃତ୍ୟୁ ହାର ବଢ଼ିବାରେ ଲାଗିଛି । ହେଲେ ଗତ ୨୪ ଘଣ୍ଟା ମଧ୍ୟରେ ୪ ,୦୯୨ ଜଣଙ୍କର ମୃତ୍ୟୁ ହୋଇଛି। ଏଥି…

ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌

ଭୁବନେଶ୍ୱର ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟସଭା ସାଂସଦ ତଥା ବିଶିଷ୍ଟ ଭାସ୍କର୍ଯ୍ୟ ଶିଳ୍ପୀ ପଦ୍ମଶ୍ରୀ ରଘୁନାଥ ମହାପାତ୍ରଙ୍କ ଆଜି ପରଲୋକରେ ହୋଇଯାଇଛି । ଏନେଇ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ୍‌ ଟ୍ୱିଟ ମାଧ୍ୟମରେ…

କରୋନାର ଦୁଇଟି ଟିକା ନେବା ପରେବି ଡାକ୍ତରଙ୍କ ମୃତ୍ୟୁ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ଅଧିକ ଗୁରୁତ୍ତ୍ଵ ଦିଆଯାଉଛି । କରୋନାର ଦୁଇଟି ଯାକ ଟିକା ନେବା ପରେ କରୋନା ଜନିତ ମୃତ୍ୟୁ ସଂଖ୍ୟା କମିଯିବ ବୋଲି ଉଭୟ…

୩୬ କୋଟି ଭାରତୀୟଙ୍କୁ ୨୦୨୨ ମାର୍ଚ୍ଚ ସୁଦ୍ଧା ଦିଆଯିବ ସ୍ପୁଟନିକ ଭି କରୋନା ଟିକା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ବଢ଼ିବାରେ ଲାଗିଛି । ଏହାକୁ ରୋକିବାପାଇଁ କେନ୍ଦ୍ର ସରକାର ଦେଶରେ ଟିକାକରଣକୁ ବୃଦ୍ଧି କରିବା ଲାଗି ନିଷ୍ପତ୍ତି ନେଇଛନ୍ତି। ଏହାମଧ୍ୟରେ ଭାରତ ରୁଷଠାରୁ…

ଆସାମର ନୂଆ ମୁଖ୍ୟମନ୍ତ୍ରୀ ଭାବେ କାଲି ଶପଥ ଗ୍ରହଣ କରିବେ ହିମନ୍ତ ବିଶ୍ୱଶର୍ମା

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ରାଜ୍ୟର ନୂଆ ମୁଖ୍ୟମନ୍ତ୍ରୀ ହେବେ ଆସାମର ସ୍ୱାସ୍ଥ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା । ଏନେଇ ଆସନ୍ତା କାଲି ସେ ଶପଥ ଗ୍ରହଣ କରିବେ। ଏଥିପାଇଁ ଆଜି ଗୁଆହାଟିରେ ଅନୁଷ୍ଠିତ…

କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ,ମନ୍ତ୍ରୀଙ୍କ ସମେତ ୩ ଆହତ

ବାଲେଶ୍ୱର ୦୯ । ୦୫ (ଓଡ଼ିଶା ଭାସ୍କର) : କେନ୍ଦ୍ରମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀଙ୍କ ଗାଡି ଦୁର୍ଘଟଣାଗ୍ରସ୍ତ ହୋଇଛି। ଏଥିରେ ଥିବା ଡ୍ରାଇଭର,ପିଏ ,ପିଏସଓ ଙ୍କ ସମେତ କେନ୍ଦ୍ରମନ୍ତ୍ରୀ ଆହତ ହୋଇଛନ୍ତି। ସମସ୍ତଙ୍କୁ ନୀଳଗିରି…

୨୦୨୦-୨୧ରେ ବୟସସୀମା ସରିଯାଇଥିବା ୟୁପିଏସସି ପରୀକ୍ଷାର୍ଥୀଙ୍କୁ ମିଳିବ ଅତିରିକ୍ତ ସୁଯୋଗ

ନୂଆଦିଲ୍ଲୀ ୦୯ । ୦୫ (ଓଡ଼ିଶା ଭାସ୍କର) : ୟୁପିଏସସି ପରୀକ୍ଷାର୍ଥୀମାନଙ୍କ ଲାଗି ଖୁସି ଖବର । କରୋନା ଯୋଗୁ ୨୦୨୦ରେ ୟୁପିଏସସି ପରୀକ୍ଷାରେ ନିଜର ଅନ୍ତିମ ସୁଯୋଗ ହରାଇ ସାରିଥିବା ପ୍ରାର୍ଥୀମାନଙ୍କୁ ଆଉ ଏକ ସୁଯୋଗ…