fbpx

ହୃଦୟ ବିଦାରକ ମାମଲା: ୬ ମାସର ଶିଶୁକୁ ଧରି ପେଟ୍ରୋଲ ଢାଳି ନିଆଁ ଲଗାଇଦେଲା ମାଆ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶରୁ ଏକ ହୃଦୟ ବିଦାରକ ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ୨୨ ବର୍ଷୀୟ ମାଆ ୬ ମାସର ଶିଶୁକୁ ଧରି ନିଆଁ ଲଗାଇଦେଇଛି । ଘଟଣାସ୍ଥଳରେ ମାଆ ଏବଂ ଶିଶୁ ଉଭୟଙ୍କର ମୃତ୍ୟୁ ଘଟିଛି । ମିଳିଥିବା…

ଏତିକି ନୁହେଁ ଆହୁରି ଜଳିବ; ୪୫ ଛୁଇଁବ ତାପମାତ୍ରା! ଆଜି ୪୦ ଡିଗ୍ରୀ ଉପରେ ୨୯ଟି ସହର

ଭୁବନେଶ୍ୱର: ରାଜ୍ୟରେ ପ୍ରଚଣ୍ଡ ଖରା ଅନୁଭୁତ ହେଉଛି । ଆଜି ରାଜ୍ୟର ୨୯ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩ ଡିଗ୍ରୀ ସହ ବାରିପଦାରେ ରାଜ୍ୟର ସର୍ବାଧିକ ଉତ୍ତପ୍ତ ସହରର ରେକର୍ଡ ଭାଙ୍ଗିଛି । ସେହିଭଳି…

Big Breaking: ବଜ୍ରାଘାତରେ ଚାଲିଗଲା ୪ ଜଣଙ୍କ ପ୍ରାଣ

କେନ୍ଦ୍ରାପଡ଼ା: କେନ୍ଦ୍ରାପଡ଼ାରୁ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ଏଠାରେ କାଳବୈଶାଖୀ ବର୍ଷା, ପବନ ହୋଇ ବଜ୍ରପାତ ଯୋଗୁଁ ୪ ଜଣଙ୍କର ମୃତ୍ୟୁ ଘଟିଛି । ପାଟକୁରା କୁଦାନଗରୀ ବଙ୍ଗାରିରେ ଜଣେ, କୁଣ୍ଡିଲୋରେ ଜଣଙ୍କର…

(Video) ୪ ମାସ ପର୍ଯ୍ୟନ୍ତ ରହିବ ଟ୍ରାଫିକ ସମସ୍ୟା, ଜାଣନ୍ତୁ କେଉଁ ରୋଡରେ ଗଲେ ପାଇବେ ନିଜର ଗନ୍ତବ୍ୟସ୍ଥଳ

ବେଙ୍ଗାଲୁରୁ: ଯଦି ଆପଣ ବେଙ୍ଗାଲୁରୁ ସହରରେ ରହୁଛନ୍ତି ଏବଂ ଗାଡ଼ି ଚଳାଉଛନ୍ତି ତେବେ ଆଗାମୀ ଚାରି ମାସ ପର୍ଯ୍ୟନ୍ତ ସମସ୍ୟା ସହ ଲଢିବାକୁ ପସ୍ତୁତ ହୋଇଯାଆନ୍ତୁ । ହେବଲ ବ୍ରିଜରେ ନୂଆ ଟ୍ରାକ ଯୋଡିବାର କାମ ହେବା କାରଣରୁ…

କିଏ ଏହି UPSC ଟପ୍ପର ଆଦିତ୍ୟ ଶ୍ରୀବାସ୍ତବ? ଏହି ଆର୍ଟିକିଲରେ ଜାଣନ୍ତୁ ତାଙ୍କ ବିଷୟରେ..

ନୂଆଦିଲ୍ଲୀ: ସଂଘ ଲୋକ ସେବା ଆୟୋଗ(ୟୁପିଏସସି) ସିଭିଲ ସେବା ପରୀକ୍ଷା ୨୦୨୩ର ଫଳାପଳ ଘୋଷଣା କରିଛି । ଲକ୍ଷ୍ନୌର ନାମକୁ ଉଜ୍ୱଳ କରିଥିବା ଆଦିତ୍ୟ ଶ୍ରୀବାସ୍ତବ ଏହି ପରୀକ୍ଷାରେ ଟପ କରିଛନ୍ତି । ସେ ଅଲ ଇଣ୍ଡିଆ ରାଙ୍କରେ…

Zomato ଲଞ୍ଚ କଲା ‘large Order Fleet’, ଏଣିକି ଏକ ସାଙ୍ଗରେ କରିପାରିବେ ୫୦ ଜଣଙ୍କର ଖାଦ୍ୟ ଅର୍ଡର

ନୂଆଦିଲ୍ଲୀ: ଫୁଡ ଡେଲିଭରୀ କମ୍ପାନୀ ଜୋମାଟୋ ପକ୍ଷରୁ ମଙ୍ଗଳବାର ଦିନ ‘ଲାର୍ଜ ଅର୍ଡର ଫ୍ଲିଟ’ ଲଞ୍ଚ କରାଯାଇଛି । ଏହି ଫ୍ଲିଟ ମାଧ୍ୟମରେ ବର୍ତ୍ତମାନ ଗ୍ରାହକ ଏକ ସାଙ୍ଗରେ ୫୦ ଲୋକଙ୍କ ଖାଦ୍ୟ ସିଧାସଳଖ ଜୋମାଟୋରେ ଅର୍ଡର…

‘ରିସେପ୍ସନ ବିବାହର ଅଂଶ ନୁହେଁ, ଯେଉଁଠାରେ ବିବାହ କରିଥିଲେ ସେହିଠାରେ ଛାଡପତ୍ର ନିଅନ୍ତୁ’: ହାଇକୋର୍ଟଙ୍କ ବଡ଼ ଶୁଣାଣି

ନୂଆଦିଲ୍ଲୀ: ଛାଡପତ୍ରକୁ ନେଇ ବମ୍ବେ ହାଇକୋର୍ଟ ଏକ ବଡ଼ ଶୁଣାଣି କରିଛନ୍ତି । କୋର୍ଟ କହିଛନ୍ତି ଯେ, ବିବାହର ରିସେପ୍ସନକୁ ବିବାହର ଅଂଶ ବୋଲି କୁହାଯିବନି । ଏଥିସହ କୋର୍ଟ କହିଛନ୍ତି ଯେ, ବିବାହ ପରେ କୌଣସି ଅନ୍ୟ…

WhatsAppରେ ଏବେ ସଙ୍ଗେ ସଙ୍ଗେ ଜଣାପଡିବ ଫ୍ରେଣ୍ଡସଙ୍କ ଅନଲାଇନ ଷ୍ଟାଟସ, ଜାଣନ୍ତୁ କେବେ ଆସିବ ଏହି ଫିଚର

ନୂଆଦିଲ୍ଲୀ: ହ୍ୱାଟ୍ସଆପରେ ଆଉ ଏକ ମଜାଦାର ଫିଚର ଆସୁଛି । ଯାହା ଆପଣଙ୍କ ସାଙ୍ଗମାନଙ୍କ ଅନଲାଇନ ଷ୍ଟାଟସ ବିଷୟରେ କହିବ । ବର୍ତ୍ତମାନ ଆପଣଙ୍କ କଣ୍ଟାକ୍ଟରେ ଥିବା ଲୋକଙ୍କ ମଧ୍ୟରୁ କିଏ ଅନଲାଇନ ଅଛି ଏବଂ କିଏ ନାହିଁ…

ଗୃହ ମନ୍ତ୍ରଣାଳୟର ଦ୍ୱିତୀୟ ମହଲାରେ ଅଗ୍ନିକାଣ୍ଡ; ଜଳିଗଲା ଜେରକ୍ସ ମେସିନ, କମ୍ପ୍ୟୁଟର ଏବଂ ଡକ୍ୟୁମେଣ୍ଟ

ନୂଆଦିଲ୍ଲୀ: ଦିଲ୍ଲୀରେ କେନ୍ଦ୍ରୀୟ ସଚ୍ଚିବାଳୟର ନର୍ଥ ବ୍ଲକରେ ଅବସ୍ଥିତ ଗୃହ ମନ୍ତ୍ରଣାଳୟ କାର୍ଯ୍ୟାଳୟର ଦ୍ୱିତୀୟ ମହଲାରେ ମଙ୍ଗଳବାର ଦିନ ଅଗ୍ନିକାଣ୍ଡ ଘଟିଛି । ଦମକଳ ବିଭାଗର ଜଣେ ଅଧିକାରୀ ଏହି ବିଷୟରେ ସୂଚନା ଦେଇ…

ବଡ଼ ଖବର: ପ୍ରକାଶ ପାଇଲା UPSC ରେଜଲ୍ଟ, ଆଦିତ୍ୟ ଶ୍ରୀବାସ୍ତବ ଟପ୍ପର

ନୂଆଦିଲ୍ଲୀ: ୨୦୨୩ର ୟୁପିଏସସି ରେଜଲ୍ଟ ପ୍ରକାଶ ପାଇଛି । ଏଥିରେ ଟପ୍ପର ହୋଇଛନ୍ତି ଆଦିତ୍ୟ ଶ୍ରୀବାସ୍ତବ । ଦ୍ୱିତୀୟ ରାଙ୍କ୍ ରେ ଓଡ଼ିଶାର ଅନିମେଶ ପ୍ରଧାନ, ତୃତୀୟ ରାଙ୍କରେ ଡି.ଅନନ୍ୟା ରେଡ୍ଡୀ ଅଛନ୍ତି । ତେବେ ଓଡ଼ିଶାର…