ଏଥର ରାମ ନବମୀରେ ଶ୍ରୀରାମଙ୍କ ଜନ୍ମ ପରି ଗଠନ ହେଉଛି ‘ମହାସଂଯୋଗ’, ଏହି ୩ଟି ରାଶିମାନଙ୍କର ଚମକିବ ଭାଗ୍ୟ

ଓଡ଼ିଶା ଭାସ୍କର: ରାମ ନବମୀ ୧୭ ଏପ୍ରିଲ ୨୦୨୪ରେ ପାଳନ କରାଯିବ । ଏହି ଏହି ଦିନ ଚୈତ୍ର ନବରାତ୍ରିର ଶେଷ ରାତି । ଚୈତ୍ର ମାସ ଶୁକ୍ଳ ପକ୍ଷର ନବମୀ ତିଥିରେ ପୂନ୍ୟ ତିଥିମାନଙ୍କ ମଧ୍ୟରୁ ଅନ୍ୟତମ ବୋଲି ବିଶ୍ୱାସ କରାଯାଏ ।…

(Video) ଏହି ବ୍ୟକ୍ତିଙ୍କ କଣ୍ଠ ସ୍ୱର ଶୁଣି ଦିୱାନା ହେଲେ ଲୋକେ, ଅରିଜିତ ସିଂହଙ୍କ ସହ କଲେ ତୁଳନା

ନୂଆଦିଲ୍ଲୀ: ଫେମସ ସିଙ୍ଗର ଅରିଜିତ ସିଂହଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଅଛନ୍ତି । ଲୋକେ ତାଙ୍କ ଗୀତକୁ ଖୁବ ପସନ୍ଦ ମଧ୍ୟ କରିଥାଆନ୍ତି । ହେଲେ ଦୁନିଆରେ ଏଭଳି ଅନେକ ଲୋକ ଅଛନ୍ତି ଯେଉଁମାନେ ନିଜର ଟ୍ୟାଲେଣ୍ଟକୁ ଲୁଚାଇ…

‘ଡିଜିଟାଲ ପେମେଣ୍ଟ ମାମଲାରେ ଆମେରିକା ତୁଳନାରେ ବହୁ ଆଗରେ ଭାରତ’: ବୈଦେଶିକ ମନ୍ତ୍ରୀ କହିଲେ ଏହାର କାରଣ

ନୂଆଦିଲ୍ଲୀ: ଡିଜିଟାଲ ପେମେଣ୍ଟର ମାମଲାରେ ଲଗାତାର ଭାରତ ଉଚ୍ଚ ସ୍ଥାନ ଅଧକାର କରିବା ଦେଖାଯାଉଛି । ବୈଦେଶିକ ମନ୍ତ୍ରୀ ଏସ,ଜୟଶଙ୍କର ବୁଧବାର ଦିନ ଡିଜିଟାଲ ପେମେଣ୍ଟରେ ଭାରତର ଅଗ୍ରଗାମୀକୁ ପ୍ରକାଶ କରି କହିଛନ୍ତି ଯେ,…

ଏଣିକି ମନ୍ଦିରରେ ପୂଜାରୀମାନଙ୍କ ପରି ପୋଲିସ ବି ଧୋତି ପିନ୍ଧି ଲୋକଙ୍କୁ ଦେବେ ସୁରକ୍ଷା, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଏଣିକି ମନ୍ଦିରରେ ପୋଲିସ ମଧ୍ୟ ପୂଜାରୀମାନଙ୍କ ପରି ଧୋତି ପିନ୍ଧି ଲୋକଙ୍କୁ ସୁରକ୍ଷା ଦେବେ । ଉତ୍ତର ପ୍ରଦେଶ ସ୍ଥିତ କାଶୀ ବିଶ୍ୱନାଥ ଧାମରେ ଏହି ନିୟମ ଲାଗୁ ହୋଇଛି । ମନ୍ଦିରର ଅଧିକାରୀମାନଙ୍କ ମୁତାବକ,…

ପାନ ମସଲା, ଗୁଟଖା ବ୍ୟବସାୟୀଙ୍କୁ ମିଳିଲା ବଡ଼ ଆଶ୍ୱସ୍ତି, GST ରିଟର୍ଣ୍ଣ ଫାଇଲିଙ୍ଗର ବଢିଲା ଡେଡଲାଇନ

ନୂଆଦିଲ୍ଲୀ: ସରକାର ପାନ ମସଲା, ଗୁଟଖା ଏବଂ ଏହିଭଳି ତମ୍ବାକୁ ଉତ୍ପାଦନକାରୀମାନଙ୍କୁ ପଞ୍ଜୀକରଣ ଏବଂ ମାସିକ ରିଟର୍ଣ୍ଣ ଦାଖଲ କରିବା ପାଇଁ ବିଶେଷ ପ୍ରକ୍ରିୟାର ଇପ୍ଲିମେଣ୍ଟେସନର ସମୟ ସୀମାକୁ ୧୫ ମେ ପର୍ଯ୍ୟନ୍ତ…

‘PoK ଆମର ଥିଲା ଏବଂ ରହିବ, PM ମୋଦୀ ଥାଉ ଥାଉ ଗୋଟିଏ ଇଞ୍ଚ ମଧ୍ୟ ନେଇ ପାରିବନି ଚୀନ’, ପଡ଼ୋଶୀଙ୍କୁ ୱାର୍ଣ୍ଣିଂ ଦେଲେ ରକ୍ଷା ମନ୍ତ୍ରୀ

ନୂଆଦିଲ୍ଲୀ: ଦେଶରେ ବର୍ତ୍ତମାନ ନିର୍ବାଚନର ପରିବେଶ ରହିଛି ଏବଂ ଏହି ସମୟରେ ରକ୍ଷା ମନ୍ତ୍ରୀ ରାଜନାଥ ସିଂହ ପଡୋଶୀ ଦେଶ ଚୀନ ଏବଂ ପାକିସ୍ତାନକୁ ନେଇ କହିଛନ୍ତି ଯେ, ଭାରତ ଉପରେ ଖରାପ ଦୃଷ୍ଟି ରଖୁଥିବା ଦେଶକୁ କଡ଼ା…

ଅଯୋଧ୍ୟାରେ ପହଞ୍ଚିଲା ସ୍ୱର୍ଣ୍ଣ ଅକ୍ଷରରେ ଲିଖିତ ରାମାୟଣ, ରାମଲଲାଙ୍କ ଗର୍ଭଗୃହରେ ରଖାଗଲା

ନୂଆଦିଲ୍ଲୀ: ଆଯୋଧ୍ୟାର ରାମ ମନ୍ଦିରରେ ସୁନାର ଅକ୍ଷରରେ ଲିଖିତ ରାମାୟଣର ସ୍ଥାପନା ମଙ୍ଗଳବାର ଦିନ ନବରାତ୍ରିର ପ୍ରଥମ ଦିନରେ କରାଯାଇଛି । ଜଣେ ପୂର୍ବତନ ଆଇଏସଏସ ଅଧିକାରୀ ଏବଂ ତାଙ୍କ ଧର୍ମପତ୍ନୀ ଶ୍ରୀରାମ ଜନ୍ମଭୂମି…

ଇଦରେ ପାକିସ୍ତାନରେ ବଡ଼ଧରଣର ଦୁର୍ଘଟଣା: ତୀର୍ଥଯାତ୍ରୀଙ୍କ ବସ୍ ଓଲଟି ୧୭ ଜଣଙ୍କ ମୃତ୍ୟୁ

ଇସଲାମାବାଦ: ପାକିସ୍ତାନରୁ ଇଦରେ ଏକ ଦୁଃଖଦ ଘଟଣା ସାମ୍ନାକୁ ଆସିଛି । ବାଲୁଚିସ୍ତାନର ସୀମାବର୍ତ୍ତୀ ସହରରେ ତୀର୍ଥଯାତ୍ରୀବାହୀ ବସ୍ ଘାଟି ଖସିପଡିବାରୁ, ୧୭ ଜଣଙ୍କର ମୃତ୍ୟୁ ଘଟିଛି । ଏଥିରେ ଅନ୍ୟ ୩୮ ଜଣ ଆହତଙ୍କ…

ଓଲଟିଲା ସ୍କୁଲ ବସ୍‌: ଅନେକ ଛାତ୍ରଛାତ୍ରୀଙ୍କ ମୃତ୍ୟୁ, ସରକାରୀ ଛୁଟିରେ ମଧ୍ୟ ଖୋଲା ଥିଲା ବିଦ୍ୟାଳୟ

ନୂଆଦିଲ୍ଲୀ : ଏକ ମର୍ମନ୍ତୁଦ ବସ୍ ଦୁର୍ଘଟଣା ବର୍ତ୍ତମାନ ସାମ୍ନାକୁ ଆସିଛି । ଏହି ବସ୍ ଛାତ୍ରଛାତ୍ରୀଙ୍କୁ ନେଇ ବିଦ୍ୟାଳୟ ଯାଉଥିଲେ । ଏଥିରେ ଅନେକ ଛାତ୍ରଛାତ୍ରୀଙ୍କର ମୃତ୍ୟୁ ହୋଇଥିବା ସୂଚନା ଆସିଛି । ଏଥିରେ ଅନେକ…

‘ନେହେରୁଙ୍କ ପାଇଁ ଭାରତ ହୋଇପାରିଲାନି ସୁରକ୍ଷା ପରିଷଦର ସ୍ଥାୟୀ ସଦସ୍ୟ’: ବୈଦେଶିକ ମନ୍ତ୍ରୀଙ୍କ ବଡ଼ ଦାବି

ନୂଆଦିଲ୍ଲୀ: ବୈଦେଶିକ ମନ୍ତ୍ରୀ ଏସ ଜୟଶଙ୍କର ବୁଧବାର ଦିନ ରାଜସ୍ଥାନର ବିକାନେର ଜିଲ୍ଲାରେ ଅୟୋଜିତ ଏକ ରାଲିରେ ଦେଶର ପ୍ରଥମ ପ୍ରଧାନମନ୍ତ୍ରୀ ଜବାହାରଲାଲ ନେହେରୁଙ୍କୁ ଟାର୍ଗେଟ କରିଛନ୍ତି । ସେ କହିଛନ୍ତି ଯେ,…