ଟି-୨୦ ବିଶ୍ଵ କପରୁ ସସପେଣ୍ଡ ହୋଇପାରେ ତାଲିବାନ, ଏହି କାରଣରୁ କଡା ନିଷ୍ପତ୍ତି ନେଇପାରେ ଆଇସିସି

ନୂଆଦିଲ୍ଲୀ : ଆଫଗାନିସ୍ତାନ କ୍ରିକେଟ୍ ଟିମର ଆଇସିସି ଟି-୨୦ ବିଶ୍ କପ୍ ଖେଳିବା ନେଇ ସନ୍ଦେହ ଉପୁଜିଛି। ଯଦି ଆଫଗାନିସ୍ତାନ କ୍ରିକେଟ୍ ଦଳ ତାଲିବାନର ପତାକା ତଳେ ଖେଳେ ତେବେ ଅନ୍ତର୍ଜାତୀୟ  କ୍ରିକେଟ୍ ପରିଷଦ(ଆଇସିସି)…

ପାକିସ୍ତାନର ବାୟୁକ୍ଷେତ୍ର ଦେଇ ଯାତ୍ରା କରିବ ମୋଦୀଙ୍କ ବିମାନ, ଆଫଗାନିସ୍ତାନରୁ ବର୍ତ୍ତିବା ପାଇଁ ନିଆଗଲା ଏମିତି ନିଷ୍ପତ୍ତି

ନୂଆଦିଲ୍ଲୀ : ଆମେରିକା ଅଭିମୁଖେ ଯାତ୍ରା କରିଥିବା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିମାନ ପାକିସ୍ତାନର  ବାୟୁ କ୍ଷେତ୍ର ଦେଇ ଗତି କରିବ। ପ୍ରଧାନମନ୍ତ୍ରୀ ମୋଦୀ ତିନି ଦିନିଆ ଆମେରିକା ଗସ୍ତରେ ଯାତ୍ରା…

ସମ୍ବିତ ପାତ୍ର ଓ ରମଣ ସିଂହଙ୍କୁ  ବଡ ଆଶ୍ଵସ୍ତି, ଛତିଶଗଡ ସରକାରଙ୍କ ଯାଚିକା ଖାରଜ କଲେ ସୁପ୍ରିମକୋର୍ଟ

ନୂଆଦିଲ୍ଲୀ : ନକଲି  ଟୁଲକିଟ୍ ମାମଲାରେ ଛତିଶଗଡର ପୂର୍ବତନ ମୁଖ୍ୟମନ୍ତ୍ରୀ ରମଣ ସିଂହ ଏବଂ ବିଜେପି ଜାତୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କୁ ସୁପ୍ରିମକୋର୍ଟରୁ ମିଳିଲା ବଡ ଆଶ୍ଵସ୍ତି। ସର୍ବୋଚ୍ଚ ନ୍ୟାୟାଳୟ କଥିତ ନକଲି…

ଟି-୨୦  ବିଶ୍ଵ କପ୍ ପରେ ଟି-୨୦ ଅନ୍ତର୍ଜାତୀୟ ଖେଳିବା ଛାଡି ପାରନ୍ତି ବିରାଟ କୋହଲି !

ନୂଆଦିଲ୍ଲୀ :  ବିରାଟ କୋହଲି ଆଇପିଏଲ ଆରମ୍ଭ ହେବା ପୂର୍ବରୁ  ଭାରତୀୟ ପ୍ରଶଂସକଙ୍କୁ ଜୋରଦାର ଝଟକା ଦେଇଛନ୍ତି। ପ୍ରଥମେ  ଭାରତୀୟ ଟି-୨୦ ଦଳରୁ ଅଧିନାୟକ ପଦ ଛାଡିବା ପରେ ଆଇପିଏଲରୁ ରୟାଲ ଚ୍ୟାଲେଞ୍ଜର୍ସ…

ଅମିତ୍ ଶାହାଙ୍କ ମୁହଁରୁ ଏହି ନେତାଙ୍କ ପ୍ରଶଂସା ଶୁଣି ଉଡିଲା ଶିବରାଜଙ୍କ ନିଦ, କରୁଛନ୍ତି ମିଟିଂ ପରେ ମିଟିଂ

ନୂଆଦିଲ୍ଲୀ : ଉତ୍ତରାଖଣ୍ଡ, କର୍ଣ୍ଣାଟକ ଓ ପୁଣି ଗୁଜରାଟରେ ମୁଖ୍ୟମନ୍ତ୍ରୀ ବଦଳାଇ ବିଜେପି ନିଜର ନେତାଙ୍କୁ ସ୍ପଷ୍ଟ ସନ୍ଦେଶ ଦେଇଛି ଯେ, କାମ ନକଲେ ପଦରୁ ହଟିବାକୁ ପଡିବ । ମଧ୍ୟ ପ୍ରଦେଶରେ ଶିବରାଜ ସିଂହ ଚୌହ୍ୱାନ…

ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗରେ ଭାରତକୁ କ୍ଲିନ ଚିଟ୍, ନିବେଶ ପାଇଁ ଭାରତ ଭରସାଯୋଗ୍ୟ ସ୍ଥାନ, ଧୋକା ଦେଲା ଚୀନ

ନୂଆଦିଲ୍ଲୀ : ଆମେରିକାର ଲଫର୍ମ ୱିଲମରହେଲ ଦ୍ୱାରା ଏକ ସ୍ୱତନ୍ତ୍ର ଯାଞ୍ଚରୁ ଜଣା ପଡିଛି ଯେ, ବିଶ୍ୱ ବ୍ୟାଙ୍କ ଗ୍ରୁପର ଇଜି ଅଫ ଡୁଇଙ୍ଗ ବିଜନେସ୍ ରାଙ୍କିଙ୍ଗକୁ ନେଇ ଭାରତର ତଥ୍ୟରେ କୌଣସି ପ୍ରକାରର ଅନିୟମିତତା ହୋଇ…

ନ୍ୟୁଜିଲାଣ୍ଡ ପରେ ଇଂଲଣ୍ଡ ବାତିଲ୍ କଲା ପାକିସ୍ତାନ ଗସ୍ତ, କ୍ଷୁବ୍ଧ ଅଖତର କହିଲେ- ଟି-୨୦ ବିଶ୍ୱ କପରେ ଏହାର ପ୍ରତିଶୋଧ ନେବୁ

ନୂଆଦିଲ୍ଲୀ : ନ୍ୟୁଜିଲାଣ୍ଡ କ୍ରିକେଟ୍ ଦଳ ପରେ ଇଂଲଣ୍ଡ କ୍ରିକେଟ୍ ଦଳ ମଧ୍ୟ ନିଜର ପାକିସ୍ତାନ ଗସ୍ତ ବାତିଲ୍ କରିଛି । ପାକିସ୍ତାନ ବିପକ୍ଷ ପ୍ରଥମ ଦିନିକିଆ ଖେଳାଯିବାର କିଛି ସମୟ ପୂର୍ବରୁ ନ୍ୟୁଜିଲାଣ୍ଡ ଖେଳିବାକୁ…

କାଶ୍ମୀର ପ୍ରସଙ୍ଗରେ ସାହୁକାର ହେବାକୁ ଚାହୁଁଛି ସାଉଦି ଆରବ, କହିଲା- ମଧ୍ୟସ୍ଥତା କରିବାକୁ ପ୍ରସ୍ତୁତ

ନୂଆଦିଲ୍ଲୀ : ସାଉଦି ଆରବର ବୈଦେଶିକ ମନ୍ତ୍ରୀ ପ୍ରିନ୍ସ ଫୈସଲ ବିନ ଫରହାନ ଭାରତ ଗସ୍ତରେ ଆସିଥିଲେ । ଏହି ଗସ୍ତରେ ଭାରତ-ସାଉଦି ଆରବ ଦ୍ୱିପାକ୍ଷିକ ସଂପର୍କ ଏବଂ ଆଫଗାନିସ୍ତାନ ପ୍ରସଙ୍ଗକୁ ନେଇ ବିସ୍ତୃତ ଆଲୋଚନା ହୋଇଛି…

ଆଇପିଏଲ ୨୦୨୧ ଦ୍ୱିତୀୟ ପର୍ଯ୍ୟାୟ ଆଜିଠୁ, ପ୍ଲେଅଫରେ ପହଞ୍ଚିବା ପାଇଁ ଏହି ଦୁଇ ଦଳର ଆଶା ବହୁତ କମ

ନୂଆଦିଲ୍ଲୀ : ଆଜିଠୁ ଆରମ୍ଭ ହେଉଛି ଆଇପିଏଲ-୨୦୨୧ର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ପ୍ରଥମ ମ୍ୟାଚରେ ମୁହାଁମୁହିଁ ହେବେ ରୋହିତ ଶର୍ମାଙ୍କ ମୁମ୍ବାଇ ଇଣ୍ଡିଆନ୍ସ ଓ ମହେନ୍ଦ୍ର ସିଂହ ଧୋନୀୀଙ୍କ ଚେନ୍ନାଇ ସୁପରକିଙ୍ଗ୍ସ ।…

ଅମରିନ୍ଦର ସିଂହ ରାହୁଲ-ସୋନିଆଙ୍କଠୁ ଅଧିକ ଲୋକପ୍ରିୟ ନହୋଇ ଯାଆନ୍ତୁ, ସେଥିପାଇଁ କଂଗ୍ରେସରେ ଏସବୁ କାଣ୍ଡ: ବିଜେପି ମନ୍ତ୍ରୀ

ନୂଆଦିଲ୍ଲୀ : ଅମରିନ୍ଦର ସିଂହଙ୍କ ଇସ୍ତଫା ପରେ ପଞ୍ଜାବର ପରବର୍ତ୍ତୀ ମୁଖ୍ୟମନ୍ତ୍ରୀ କିଏ ହେବ ସେ ନେଇ କଂଗ୍ରେସରେ ମାନସ ମନ୍ଥନ ଜାରି ରହିଛି । ପାର୍ଟି ହାଇକମାଣ୍ଡ ବରିଷ୍ଠ ନେତା ଅମ୍ବିକା ସୋନିଙ୍କୁ ମୁଖ୍ୟମନ୍ତ୍ରୀ…