ପରିକ୍ଷା ଦେବାକୁ ହେଲାନି ଇଚ୍ଛା, ପ୍ରିନ୍ସିପାଲଙ୍କ ମୃତ୍ୟୁ ଗୁଜବ ପ୍ରଚାର କଲେ ଛାତ୍ର, ତା’ପରେ…
ଇନ୍ଦୋର: ମଧ୍ୟପ୍ରଦେଶର ଇନ୍ଦୋରରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ଭାୱରକୁଆଁ ଥାନା ଅଞ୍ଚଳରେ ଅବସ୍ଥିତ ହୋଲକର ସାଇନ୍ସ କଲେଜରେ ପରୀକ୍ଷା ସ୍ଥଗିତ କରିଥିବା ଦୁଇ ଛାତ୍ରଙ୍କ ବିରୋଧରେ ମାମଲା ରୁଜୁ କରାଯାଇଛି…

