Big Breaking: ସୁଭଦ୍ରା ଲୋଭରେ ପୁରୁଷ, ଟଙ୍କା ପାଇଁ ୧୫୭ ଜଣ କରିଛନ୍ତି ଆବେଦନ
ଭୁବନେଶ୍ୱର: ସୁଭଦ୍ରା ଯୋଜନାକୁ ନେଇ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ସୁଭଦ୍ରା ଯୋଜନାରେ ମହିଳାମାନେ ଆବେଦନ କରୁଥିବାବେଳେ ବର୍ତ୍ତମାନ ପୁରୁଷ ଆବେଦନ କରିଛନ୍ତି ।
ଏ ନେଇ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା…