ଗାଈଙ୍କ ଜନ୍ମ ପ୍ରମାଣପତ୍ର ମାଗିଲେ ବିଧାୟକ; ଟିଏମ୍ସି କଲା ତୀବ୍ର ସମାଲୋଚନା
କୋଲକାତା: ଗୋ’ ମାଫିଆଙ୍କୁ ଗାଈଙ୍କ ଜନ୍ମ ପ୍ରମାଣପତ୍ର ମାଗି ଚର୍ଚ୍ଚାରେ ପଶ୍ଚିମବଙ୍ଗର ବିଜେପି ବିଧାୟକ ରେଖା ପାତ୍ର। ଯେଉଁଥିପାଇଁ ତାଙ୍କୁ ତୀବ୍ର ସମାଲୋଚନାର ଶିକାର ହେବାକୁ ପଡ଼ିଛି। ରେଖାଙ୍କ ଏହି ମନ୍ତବ୍ୟକୁ କଡ଼ା…
