Breaking News ଭାରତର ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂ ମାଥୁରଙ୍କ ପରଲୋକ Abinash Kumar Dhal Jun 14, 2021 ନୂଆଦିଲ୍ଲୀ,(ଓଡ଼ିଶା ଭାସ୍କର) : ଭାରତର ପୂର୍ବତନ ଅଲିମ୍ପିଆନ୍ ସୂରତ ସିଂ ମାଥୁରଙ୍କ ରବିବାର କରୋନାରେ ପରଲୋକ ଘଟିଛି । ସେ ଭାରତ ପାଇଁ ୧୯୫୨ ଏସିଆନ୍ ଗେମ୍ସରେ ବ୍ରୋଞ୍ଜ ପଦକ ହାସଲ କରିବା ସହ ୧୯୫୨ ଅଲିମ୍ପିକ୍ରେ…
Featured ରଜ ପାଇଁ ଓଟିଡିସିର ‘ପିଠା ଅନ୍ ହ୍ୱିଲ୍’ ୧୪ରୁ ୧୬ ତାରିଖ ଯାଏଁ ଭୁବନେଶ୍ୱର ୬ଟି ସ୍ଥାନରେରେ ମିଳିବ Abinash Kumar Dhal Jun 14, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଆଜି ପହିଲି ରଜ । ମାତ୍ର କରୋନା କଟକଣା ପାଇଁ ସବୁଠି ଖାଁ ଖାଁ ପରିବେଶ । ଏହି ପରିପ୍ରେକ୍ଷୀରେ ଭୁବନେଶ୍ୱର ପାନ୍ଥନିବାସରେ ନିରାଡ଼ମ୍ବରରେ ଓଡିଶାର ଗଣପର୍ବ ରଜ ପାଳନ ହେବ । ରଜ ପାଇଁ…
Breaking News ଭାରସାମ୍ୟ ହରାଇ ରାସ୍ତାକଡ଼କୁ ଓଲଟିଲା ଗହମ ବୋଝେଇ ଟ୍ରକ, ଅଲ୍ପକେ ବର୍ତ୍ତିଗଲେ ଡ୍ରାଇଭର ଓ ହେଲ୍ପର Abinash Kumar Dhal Jun 14, 2021 ବ୍ୟାସନଗର (ଓଡ଼ିଶା ଭାସ୍କର): ଯାଜପୁର ଜିଲ୍ଲାର ପାଣିକୋଇଲି ଥାନା ଗୋଳେଇପୁର ପଞ୍ଚାୟତ ବଡ଼ ତ୍ରିଲୋଚନପୁର ଗାଁ ନିକଟ ଦେଇ ଯାଇଥିବା ୧୬ ନମ୍ବର ଜାତୀୟ ରାଜପଥରେ ଭାରସାମ୍ୟ ହରାଇ ଏକ ଗହମ ବୋଝେଇ ଟ୍ରକ ଓଲଟିଡିଛି । ଏଥିରେ…
Breaking News ମିଲଖା ସିଂଙ୍କ ପତ୍ନୀ ନିର୍ମଲ କୌରଙ୍କ ଜୀବନ ନେଲା କରୋନା , ମାତ୍ର ୮୫ ବର୍ଷ ବୟସରେ ଶେଷନିଶ୍ୱାସ ତ୍ୟାଗ କଲେ Abinash Kumar Dhal Jun 14, 2021 ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଭାରତୀ କିମ୍ବଦନ୍ତୀ ଆଥଲେଟ୍ ମିଲଖା ସିଂ କରୋନାରେ ଆକ୍ରାନ୍ତ ହୋଇ ଧୀରେ ଧୀରେ ସୁସ୍ଥ ଅବସ୍ଥାକୁ ଫେରୁଥିବା ବେଳେ ପତ୍ନୀ ନିର୍ମଲ କୌରଙ୍କର ମୃତ୍ୟୁ ହୋଇ ଯାଇଛି । ମୃତ୍ୟୁ ବେଳକୁ…
Breaking News ଓଡ଼ିଶା ଅନ୍ଲକ୍ ଗୁଜବକୁ ବିଶ୍ୱାସ କରନ୍ତୁନି: ଏସ୍ଆର୍ସି Abinash Kumar Dhal Jun 14, 2021 ଭୁବନେଶ୍ୱର,(ଓଡ଼ିଶା ଭାସ୍କର) : ଚଳିତ ମାସ ୧୭ ତାରିଖ ପରେ ଅନ୍ଲକ୍ ଜାରି ହେବା ନେଇ ବିଭିନ୍ନ ସୋସିଆଲ୍ ମିଡ଼ିଆରେ ଗୁଜବ ପ୍ରଚାରିତ ହେଉଛି । ରାଜ୍ୟ ସରକାରଙ୍କ ପକ୍ଷରୁ ଏନେଇ କୌଣସି ଗାଇଡ୍ଲାଇନ୍ ଜାରି ହୋଇ ନାହିଁ…
Breaking News ଆଜିଠୁ ରାଜଧାନୀରେ ଆରମ୍ଭ ହେବ ଅନ୍ଲକ୍ ପ୍ରକିୟ, ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବ ବଜାର ଓ ମଲ୍ Abinash Kumar Dhal Jun 14, 2021 ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): ଆଜିଠୁ ଦିଲ୍ଲୀରେ ଆରମ୍ଭ ଅନ୍ଲକ୍ ପ୍ରକିୟ ହେବ । ବଜାର, ମଲ୍ ଓ ମାର୍କେଟ୍ କମ୍ପେ୍ଲକ୍ସରେ ସବୁ ଦୋକାନ ସକାଳ ୧୦ ଟାରୁ ରାତି ୮ଟା ଯାଏ ଖୋଲିବାକୁ ଅନୁମତି ଦେଇଛନ୍ତି ଦିଲ୍ଲୀ ସରକାର।…
Breaking News ସାରା ଓଡ଼ିଶାକୁ ଛୁଇଁଲା ମୌସୁମୀ ବାୟୁ, ପ୍ରବଳ ବର୍ଷା ସମ୍ଭାବନା ପାଇଁ ୨୧ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ Abinash Kumar Dhal Jun 14, 2021 ଭୁବନେଶ୍ୱର (ଓଡ଼ିଶା ଭାସ୍କର): ସାରା ଓଡିଶାକୁ ଛୁଇଁଛି ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ କ୍ରମେ ପଶ୍ଚିମ -ଉତ୍ତରପଶ୍ଚିମ ଦିଗରେ ଗତି କରିବ । ଆସନ୍ତା ୨ରୁ ୩ ଦିନ ମଧ୍ୟରେ ମୌସୁମୀ ବାୟୁ ଝାଡ଼ଖଣ୍ଡ ଓ ଉତ୍ତର…
Featured ଆଜି ପହିଲି ରଜ, ଘରେ ଜମିବ ଦୋଳି ସାଙ୍ଗକୁ ପିଠାପଣାର ଆସର Abinash Kumar Dhal Jun 14, 2021 ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ପହିଲି ରଜ । ପ୍ରକୃତିର ପର୍ବ ହେଉଛି ରଜ । ରଜ ଓଡ଼ିଆ ଜାତିର ସ୍ୱାଭିମାନ ଓ ସାଂସ୍କୃତିକ ବିଭବର ପରିଚୟ । ମାଆ, ଝିଅଙ୍କ ସହ ମାଟି ମାଆକୁ ନିଜ ସଂସାରରେ ସାମିଲ କରି ପ୍ରତିଟି ଓଡ଼ିଆ…
Astrology ରାଶିଫଳ (ସୋମବାର ,୧୪ ଜୁନ ,୨୦୨୧) Abinash Kumar Dhal Jun 14, 2021 ମେଷ: କୌଣସି ଗୁରୁତ୍ତ୍ୱପୂର୍ଣ୍ଣ ନିଷ୍ପତ୍ତି ଭାବିଚିନ୍ତି ନେବେ । ଆଜିର ନିଷ୍ପତ୍ତି ଆପଣଙ୍କର ଭବିଷ୍ୟତ ଉପରେ ପଡ଼ିବ । ସେଥିପାଇଁ ସତର୍କତାର ସହ ନିଷ୍ପତ୍ତି ନେବା ଉଚିତ୍ । ବୃଷ: ଆଜି ଆପଣଙ୍କ ମନ କୌଣସି ସାମାଜିକ…
Breaking News ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ପଡି ହେଲେ ଗୁରୁତର Abinash Kumar Dhal Jun 13, 2021 ପାପଡାହାଣ୍ଡି,(ଓଡ଼ିଶା ଭାସ୍କର): ବାଇକ୍ରେ ଶଶୁର ଘରକୁ ଯାଉଥିଲେ ଜ୍ବାଇଁ, ହଠାତ ଭାରସାମ୍ୟ ହରାଇ ବାଇକ୍ରୁ ଛିଟିକି ତଳେ ଯୁବକ। ଏହି ଦୁର୍ଘଟଣାରେ ବାଇକ୍ ଆରୋହୀ ଜଣକ ଗୁରୁତର ହୋଇଛନ୍ତି। ତାଙ୍କୁ ସ୍ଥାନୀୟଲୋକ…