ଶାହାଙ୍କୁ ଚପଲ ପିନ୍ଧାଇ ବିବାଦକୁ ଆମନ୍ତ୍ରଣ କରିଲେ ବିଜେପି ନେତା, ଦେଖନ୍ତୁ ଏହି ଭାଇରାଲ ଭିଡିଓ
ହାଇଦ୍ରାବାଦ: ଟିଆରଏସ ନିଶାନାରେ ବିଜେପି । ଭିଡିଓ ପୋଷ୍ଟ କରି କରିଲେ ନିନ୍ଦା । ବିଜେପିର ଦାସ ମାନଙ୍କ ପାଇଁ ତେଲେଙ୍ଗାନାର ଆତ୍ମସମ୍ମାନ ବଳି ପଡୁଛି ବୋଲି କଟାକ୍ଷ କରିଛନ୍ତି । ଶାହା ବର୍ତ୍ତମାନ ତେଲେଙ୍ଗାନା ଗସ୍ତରେ…