ରାଶି ପରିବର୍ତ୍ତନ କରିଛନ୍ତି ସୂର୍ଯ୍ୟଦେବ, କିଛି ରାଶିଙ୍କ ଲାଗି ଶୁଭ ତ କିଛି ରାଶି ସାବଧାନତା ଅବଲମ୍ବନ କରିବା ଜରୁରୀ
ନୂଆଦିଲ୍ଲୀ: ଜ୍ୟୋତିଷଶାସ୍ତ୍ରରେ ସୂର୍ଯ୍ୟଦେବଙ୍କର ବିଶେଷ ମାନ୍ୟତା ରହିଛି । ସମସ୍ତ ଗ୍ରହଙ୍କର ରାଜା ହେଉଛନ୍ତି ସୂର୍ଯ୍ୟ ଦେବ । ଆଜି ସୂର୍ଯ୍ୟଦେବ ରାଶି ପରିବର୍ତ୍ତନ କରିଛନ୍ତି । ସୂର୍ଯ୍ୟ ଦେବ କନ୍ୟା ରାଶିରୁ ତୁଳା…