CHARIDHAM

ମିସାଇଲ୍ ମାଡ ଜାରି ରହିଥିବା ବେଳେ ଯୁଦ୍ଧ କ୍ଷେତ୍ରକୁ ଯାଉଛନ୍ତି ବାଇଡେନ୍‌, ଆଶଙ୍କାରେ ଆମେରିକା ସହ ସାରା ବିଶ୍ୱ

ନୂଆଦିଲ୍ଲୀ:ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ ଇସ୍ରାଏଲ ଗସ୍ତରେ ଯାଇଛନ୍ତି । ଏହାରି ମଧ୍ୟରେ ଏକ ରିପୋର୍ଟରେ ଦାବୀ କରାଯାଉଛି କି ଜୋ ବାଇଡେନ୍ ବଡ ଧରଣର ଶାରୀରିକ କ୍ଷତିର ସାମ୍ନା କରିପାରନ୍ତି । ୱାଶିଂଟନ ପୋଷ୍ଟର ଏକ…

ପୁଣି ଆଦାନିଙ୍କୁ ରାହୁଲ ଗାନ୍ଧିଙ୍କ ଟାର୍ଗେଟ୍; ଆଣିଲେ ୩୨,୦୦୦ କୋଟି ଟଙ୍କାର ଦୁର୍ନୀତି ଅଭିଯୋଗ

ନୂଆଦିଲ୍ଲୀ: (ଓଡ଼ିଶା ଭାସ୍କର) କଂଗ୍ରେସ ନେତା ରାହୁଲ ଗାନ୍ଧି ପୁଣି ଥରେ ଆଦାନି ପ୍ରସଙ୍ଗ ଉଠାଇ ଅଭିଯୋଗ କରିଛନ୍ତି ଯେ ଆଦାନୀ ୩୨,୦୦୦ କୋଟି ଟଙ୍କାର ଦୁର୍ନୀତି କରିଛନ୍ତି । ବିଜୁଳି ଓ କୋଇଲା କାରବାରରେ ଦୁର୍ନୀତି…

ଗରବା ନୃତ୍ୟ ଲାଗି ଆଧାର କାର୍ଡ ସହିତ ତିଳକ ଲଗାଇବା ଜରୁରୀ, କାହିଁକି ଏପରି ନିୟମ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: ସାରା ଦେଶ ଏବେ ନବରାତ୍ରୀ ପର୍ବର ଆନନ୍ଦ ଉଠାଇବାରେ ମଜ୍ଜି ରହିଛି । ଦେବୀ ମା’ଙ୍କୁ ପ୍ରସନ୍ନ କରିବା ଲାଗି ଲୋକମାନେ ପେଣ୍ଡାଲରେ ଗରବା ନୃତ୍ୟ ବି କରୁଛନ୍ତି । ତେବେ ଏହି ନୃତ୍ୟ କାର୍ଯ୍ୟକ୍ରମରେ ଲଭ ଜିହାଦ…

ଭାରତ-ଇସ୍ରାଏଲ ବିରୋଧରେ ବିଷ ଓଗାଳୁଛନ୍ତି ନୱାଜ ସରିଫଙ୍କ ଜ୍ୱାଇଁ, କହିଲେ ‘ଗଜୱା-ଏ-ହିନ୍ଦ ଏବଂ ଜିହାଦ ପାଇଁ ପ୍ରସ୍ତୁତ ରୁହ…

ଓଡ଼ିଶା ଭାସ୍କର: ପାକିସ୍ତାନ ମୁସଲିମ୍ ଲିଗ୍ ନେତା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ନୱାଜ ସରିଫଙ୍କ ଜ୍ୱାଇଁ କ୍ୟାପଟେନ୍ ସଫଦର ଖୋଲାଖୋଲି ଭାବେ ଭାରତ ଓ ଇସ୍ରାଏଲ ବିରୋଧରେ ବିଷ ଓଗାଳିଛନ୍ତି ଏବଂ ମୁସଲମାନମାନଙ୍କୁ…

କ୍ରିକେଟ୍ ଖେଳ ଭିତରେ ପଡିଆରେ ନମାଜ୍ ପଢିବା ପରେ ଏବେ ମହମ୍ମଦ ରିଜ୍‌ୱାନଙ୍କୁ ମିଳିବ ଦଣ୍ଡ !

ଓଡ଼ିଶା ଭାସ୍କର: ଖେଳ ପଡିଆ ମଝିରେ ନମାଜ୍ ପଢିଲେ । ଖେଳାଳି ହୋଇ ଧର୍ମର ପ୍ରଦର୍ଶନ କଲେ । କ୍ରୀଡା ଭାବନାର ଧଜ୍ଜିୟା ଉଡାଇଲେ । ଭାରତୀୟ ଓକିଲ ଆଇସିସିରେ ଫେରାଦ୍ ହେଲେ । ୨୦୨୩ ଆଇସିସି ଦିନିକିଆ ପୁରୁଷ ବିଶ୍ୱକପ୍…

୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ; ଭୁଷୁଡିଲା ହାଇସ୍କୁଲ କାନ୍ଥ

ଗଁଦିଆ: (ଓଡ଼ିଶା ଭାସ୍କର) ୫ଟି ସ୍ମାର୍ଟ ସ୍କୁଲ୍ ନିର୍ମାଣ କାର୍ଯ୍ୟରେ ଠକେଇ । ଭୁଷୁଡିଲା ଫାଇଭଟି ଅଧିନରେ ଚାଲିଥିବା ସୁଦର୍ଶନ ବିଦ୍ୟା ଭବନ ହାଇସ୍କୁଲ କାନ୍ଥ । କୋମଳମତି ଶିଶୁଙ୍କ ଜୀବନ ସହ ଖେଳିବାକୁ କିଏ ଦେଲା…

ଆଜିଠୁ ଶମିଳିପାଳ ଅଭୟାରଣ୍ୟରେ ବାଘ ଗଣନା

ବାରିପଦା: (ଓଡ଼ିଶା ଭାସ୍କର) ଆଜିଠାରୁ ଶିମିଳିପାଳରେ ଆରମ୍ଭ ହେବାକୁ ଯାଉଛି ବାଘ ଗଣନା । ଉତ୍ତର ଶିମିଳିପାଳ ଓ ଦକ୍ଷିଣ ଶିମିଳିପାଳ ସହ ବାରିପଦା, ରାଇରଙ୍ଗପୁର ଏବଂ କରଞ୍ଜିଆ ସବଡିଭିଜନର ସାତକୋଶିଆ, ବିଶୋଇ ଓ…

ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ

ଓଡ଼ିଶା ଭାସ୍କର: ଗାଜା ହସ୍ପିଟାଲ ଉପରେ ରକେଟ ମାଡ଼, ୫୦୦ରୁ ଅଧିକ ମୃତ । ମୃତକଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ସୂଚନା । ଇସ୍ରାଏଲ ପକ୍ଷରୁ ରକେଟ ମାଡ଼ ହୋଇଥିବା ହମାସ୍‌ର ଅଭିଯୋଗ । ହମାସ୍‌ର ଅଭିଯୋଗକୁ…

ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମା’ !; ଜଙ୍ଗଲରୁ ମୃତଦେହ ଠାବକରି ମାଆକୁ ଅଟକ ରଖିଲା ପୋଲିସ

ବାଲିଗୁଡ଼ା: (ଓଡିଶା ଭାସ୍କର) ଚାରି ବର୍ଷର ଝିଅକୁ ମାରି ପୋତିଦେଲା ମାଆ । ସାରଙ୍ଗରୁ ଆସିଲା ହୃଦୟ ବିଦାରକ ଖବର । ଝିଅକୁ ମାରି ଜଙ୍ଗଲରେ ପୋତିଦେଲା ମାଆ ! ଜଙ୍ଗଲରୁ ମୃତଦେହ ଜବତ ସହ ମାଆକୁ ଅଟକ ରଖିଛି ପୋଲିସ ।…

ଚା’କୁ ନେଇ ଆସିଲା ବଡ଼ ତଥ୍ୟ; କ୍ଷୀର ଚା’ ପିଇଲେ ଚାଲିଯିବ ଜୀବନ !

ଓଡ଼ିଶା ଭାସ୍କର: ଚା' ଭାରତୀୟ ଲୋକଙ୍କ ପାଇଁ କୌଣସି ଔଷଧ ଠାରୁ କମ୍ ନୁହେଁ । ଚା' ପ୍ରେମୀମାନଙ୍କୁ ସକାଳୁ ବିଞ୍ଚଣା ଛାଡିବା ମାନେ ଚା' ଦରକାର । ଆଜି ବି ବଜାରରେ ସବୁଠାରୁ ବଡ ଭିଡ଼ କେବଳ ଚା' ଦୋକାନରେ ଲାଗିଥାଏ ।…