CHARIDHAM

Viral Video: ସିଂହକୁ ପାଣି ପିଇବାକୁ ଅଟକାଇଲା କଇଁଛ, ଦେଖନ୍ତୁ ତା’ପରେ କ’ଣ ହେଲା ?

ନୂଆଦିଲ୍ଲୀ: ପ୍ରତେକ ଦିନ ଇଣ୍ଟରନେଟରେ କିଛି ନା କିଛି ମଜାଳିଆ ଭିଡିଓ ସାମ୍ନାକୁ ଆସୁଛି ଯାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇ ଥାଏ । ପଶୁ-ପକ୍ଷୀମାନଙ୍କର ମଜାଳିଆ ଭିଡିଓ ଲୋକଙ୍କୁ ଅଧିକ ମନମୋହିଥାଏ । ଅଧିକାଂଶ ସମୟରେ…

ହିନ୍ଦୁ ଦେବା-ଦେବୀଙ୍କ ବିରୋଧରେ ବୟାନ: ପାକିସ୍ତାନୀ ଆଙ୍କର ଜେନବ ଅବାସଙ୍କୁ ଭାରତରୁ ବିଦା

ନୂଆଦିଲ୍ଲୀ: ଭାରତକୁ ଦେବା-ଦେବୀଙ୍କ ପବିତ୍ର ଭୂମି ବୋଲି କୁହାଯାଏ । ଏଠାରେ ବିଭିନ୍ନ ଯୁଗରେ ଗଭବାନ ନିଜେ ଅବତାର ନେଉଥିବା ପୁରାଣ ଶାସ୍ତ୍ରରେ ଉଲ୍ଲେଖ ରହିଛି । ତେଣୁ ପ୍ରତ୍ୟେକଟି ଭାରତୀୟ ହିନ୍ଦୁ ଦେବା-ଦେବୀଙ୍କୁ…

ଠାକୁରମୁଣ୍ଡା ନିକଟସ୍ଥ ଗାଉଗାଡ଼ିଆ ଜଙ୍ଗଲରୁ ଉଦ୍ଧାର ହେଲା ଶିଶୁକନ୍ୟା

କରଞ୍ଜିଆ: (ଓଡ଼ିଶା ଭାସ୍କର) ଜଙ୍ଗଲ ଭିତରୁ ୧୭-୧୮ ଦିନର ଶିଶୁକନ୍ୟା ଉଦ୍ଧାର । ଠାକୁରମୁଣ୍ଡା ନିକଟସ୍ଥ ଗାଉଗାଡ଼ିଆ ଜଙ୍ଗଲରୁ ଉଦ୍ଧାର । ଜଙ୍ଗଲକୁ ପତ୍ର ପାଇଁ ଯାଇଥିବା କିଛି ମହିଳା ଶିଶୁକନ୍ୟାକୁ ଦେଖିଥିଲେ ।…

ଜାଣନ୍ତୁ କାହିଁକି ଇସ୍ରାଏଲ ଓ ହାମାସ ମଧ୍ୟରେ ହେଲା ଯୁଦ୍ଧ, ଏବେ ଉଭୟଙ୍କ କିପରି ରହିଛି ସ୍ଥିତି ?

ଓଡ଼ିଶା ଭାସ୍କର: ଇସ୍ରାଏଲରେ ପ୍ରବେଶ କରିବା ପାଇଁ ହାମାସ ଓ ଇସଲାମିକ ଜିହାଦ ଗାଜାରୁ ରକେଟ୍ ମାଡ଼ କରିବା ସହ ସଶସ୍ତ୍ର ଉଗ୍ରବାଦୀମାନେ ଇସ୍ରାଏଲରେ ପ୍ରବେଶ କରିବା ପାଇଁ ଚେଷ୍ଟା କରିଥିଲେ । ଉଗ୍ରବାଦୀମାନେ ସବୁ…

ମୃତ୍ୟୁମୁଖରୁ ବଞ୍ଚାଇଦେଲା ‘Wonder Drug’: କ୍ୟାନ୍ସରର Third Stageରୁ ସୁସ୍ଥ ହେଲେ ବ୍ରିଟେନ ମହିଳା

ନୂଆଦିଲ୍ଲୀ: ଇଂଲଣ୍ଡ, ୱେଲ୍ସର ଜଣେ ମହିଳାଙ୍କ ସହ ଘଟିଯାଇଛି ଏକ ଚମତ୍କାର ଘଟଣା । କ୍ୟାନ୍ସର ଭଳି ଏକ ମାରାତ୍ମକ ରୋଗ ତାଙ୍କୁ ସମ୍ପୂର୍ଣ୍ଣ ଆକ୍ରାନ୍ତ କରିବା ପରେ ମଧ୍ୟ ସେ ଏହାକୁ ପରାସ୍ତ କରିବାରେ ସଫଳ ହୋଇଛନ୍ତି ।…

Big News… ବିଧାନସଭା ନିର୍ବାଚନରେ BJP ପାଇଁ ଲଢିବେ କିଏ? ପ୍ରଥମ ଲିଷ୍ଟରେ ୪୧ ଆଶାୟୀ

ନୂଆଦିଲ୍ଲୀ: ବିଧାନସଭା ନିର୍ବାଚନ ପାଇଁ ବିଗୁଲ ବାଜି ସାରିଛି । ୫ଟି ରାଜ୍ୟରେ ନିର୍ବାଚନ ନେଇ ତାରିଖ ଘୋଷଣା କରିସାରିଛନ୍ତି ନିର୍ବାଚନ ଆୟୋଗ । ତେବେ ଏହି ତାରିଖ ଘୋଷଣା ହେବା ପରେ ବିଜେପି ନିଜର ଆଶାୟୀ ପ୍ରାର୍ଥିଙ୍କ…

World Cupରୁ ବାଦ୍ ପଡ଼ିବେ ଶୁଭମନ ଗିଲ? ଦ୍ୱିତୀୟ ମ୍ୟାଚରେ ଖେଳିବା ନେଇ BCCI ଦେଲା ଅପଡେଟ

ନୂଆଦିଲ୍ଲୀ: ଦିନିକିଆ ବିଶ୍ୱକପର ପ୍ରଥମ ମ୍ୟାଚରେ ଅଷ୍ଟ୍ରେଲିଆକୁ ମାତ୍ ଦେଇ ବିଜୟ ଅଭିଯାନ ଆରମ୍ଭ କରିଛି ଟିମ ଇଣ୍ଡିଆ । ଷ୍ଟାର ଓପନର ଶୁଭମନ ଗିଲ ଅସୁସ୍ଥତା ଯୋଗୁଁ ଏହି ମ୍ୟାଚରୁ ବାଦ୍ ପଡ଼ିଛନ୍ତି । ତାଙ୍କ ସ୍ଥାନରେ…

ଅର୍ଥନୀତି ପାଇଁ ନୋବେଲ: ଆମେରିକୀୟ ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନ ପାଇବେ ନୋବେଲ ପୁରସ୍କାର

ଓଡ଼ିଶା ଭାସ୍କର: ଅର୍ଥନୀତି ପାଇଁ ନୋବେଲ ପୁରସ୍କାର ଘୋଷଣା । ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନ ପାଇବେ ନୋବେଲ ପୁରସ୍କାର । ୭୭ ବର୍ଷୀୟ ଆମେରିକୀୟ ଅର୍ଥଶାସ୍ତ୍ରୀ କ୍ଲାଉଡିଆ ଗୋଲ୍ଡିନ । ଏନେଇ ରୟାଲ ସୁଇଡିଶ ଏକାଡେମୀ…

(Video)ସେଦିନ ଲୋପାମୁଦ୍ରାଙ୍କୁ କହିଦେଇଥିଲେ ସରୋଜ:”ମୋତେ ବାହାହୋଇ ତମେ ଭୁଲ କରିଦେଇଛ”

ଓଡ଼ିଶା ଭାସ୍କର: ଚାହୁଁ ଚାହୁଁ ଦିନଟିଏ ବିତିଗଲା । କାନ୍ଦି କାନ୍ଦି ସାରା ରାତି ସରିଗଲା । ଲୁହ ଭର୍ତି ଆଖିରେ ନିଦ ପାଇଁ ଜାଗା ଟିକେ ବି ନଥିଲା । ନୂଆ ସକାଳ ସିନା ଆସିଲା । ହେଲେ ତାଙ୍କ ପାଇଁ କିଛି ବି ନୂଆ ନଥିଲା ।…

Breaking News… ବାଇକ୍ ଦୁର୍ଘଟଣାରେ ପ୍ରାଣ ହରାଇଲେ BSF ଯବାନ୍

ନିଆଳି: କଟକ ନିଆଳିରେ ଏକ ବାଇକ ଦୁର୍ଘଟଣା ଘଟିଯାଇଛି । ଏହି ଦୁର୍ଘଟଣାରେ ଜଣେ ବିଏସଏଫ ଯବାନ୍ ପ୍ରାଣ ହରାଇଛନ୍ତି । ଗୋବିନ୍ଦପୁର ଥାନା ଅନ୍ତର୍ଗତ ଚଉପଡ଼ା ନିକଟ ଟର୍ଣ୍ଣିଂ ପଏଣ୍ଟରେ ଘଟିଯାଇଛି ଏଭଳି ଏକ ଦୁର୍ଘଟଣା ।…