fbpx

ରାଜଧାନୀରେ ମହିଳାଙ୍କ ମୁଣ୍ଡବିହୀନ ମୃତଦେହ ଉଦ୍ଧାର

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜଧାନୀ ଭୁବନେଶ୍ୱରରେ ଜଣେ ଅଚିହ୍ନା ମହିଳାଙ୍କ ମୁଣ୍ଡ ବିହୀନ ମୃତଦେହ ଉଦ୍ଧାର କରାଯାଇଛି । ଭରତପୁର-ଚନ୍ଦକା ନିକଟ ରାସ୍ତାକଡରୁ ମୃତଦେହ ଉଦ୍ଧାର ହୋଇଛି । ମହିଳାଙ୍କୁ କେହି ହତ୍ୟା…

ବିଧାୟକ ପ୍ରଦୀପଙ୍କୁ ଝାଡପଡା ଜେଲରୁ ନେଲା ପୋଲିସ

ଝାରପଡା,୪ ।୨(ଓଡିଶା ଭାସ୍କର): ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀଙ୍କୁ ଝାଡପଡା ଜେଲରୁ ଆଜି ବ୍ରହ୍ମପୁର ନେଇଛି ପୋଲିସ । ପ୍ରଦୀପଙ୍କୁ ଏକ ସ୍ପେଶାଲ ଟିମ୍ ଜେଲରୁ ନେଇଛି । ଏହି ସ୍ପେଶାଲ ଟିମ୍ ପ୍ରଦୀପଙ୍କୁ…

ଝରାଫୁଲ ମାମଲାରେ ସ୍କୁଟର ଜବତ

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରମାଦେବୀ ମହିଳା ବିଶ୍ୱବିଦ୍ୟାଳୟ ଛାତ୍ରୀ ଝରାଫୁଲ ନାୟକଙ୍କ ମୃତ୍ୟୁ ମାମଲାରେ ତଦନ୍ତ ଜାରି ରହିଛି । ଏହାରି ମଧ୍ୟରେ ଭୁବନେଶ୍ୱର ସୁନ୍ଦରପଦାରୁ ସ୍କୁଟରକୁ ଜବତ କରିଛି ଯାଜପୁର ପୋଲିସ…

ରାଜ୍ୟରେ ଶୀତର ଲହରୀ : ୧୦ ଡିଗ୍ରୀ ତଳେ ୯ ସହରର ତାପମାତ୍ରା

ଭୁବନେଶ୍ୱର,୪ ।୨(ଓଡିଶା ଭାସ୍କର): ରାଜ୍ୟରେ ଶୀତର ଲହରୀ ବଢିବାରେ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ରାଜ୍ୟର ୯ଟି ସହରର ପାରଦ ୧୦ ଡିଗ୍ରୀ ତଳେ ରହିଛି । ସର୍ବନିମ୍ନ ୩ ଡିଗ୍ରୀ ତାପାମାତ୍ରା ସହ ରାଜ୍ୟର ଶୀତଳ ସହର…

ରେଳ ବଜେଟରେ ଓଡିଶାକୁ ୫୫୨୮ କୋଟି

ଭୁବନେଶ୍ୱର, ୪ ।୨(ଓଡିଶା ଭାସ୍କର): କେନ୍ଦ୍ରର ରେଳ ବଜେଟରେ ଏଥର ଓଡିଶା ପାଇଁ ୫୫୨୮ କୋଟି ବ୍ୟୟବରାଦ ହୋଇଛି । ଏନେଇ ଟ୍ୱିଟ୍ କରି ସୂଚନା ଦେଇଛନ୍ତି କେନ୍ଦ୍ର ରେଳ ମନ୍ତ୍ରୀ ପୀୟୂଷ ଗୋୟଲ । ୨୦୦୯-୧୪ ମଧ୍ୟରେ ଓଡ଼ିଶାକୁ…

୨୪ ଘଣ୍ଟାରେ କୋରୋନା ନେଲା ୧୦୭ ଜୀବନ

ନୂଆଦିଲ୍ଲୀ, ୪।୨: ଦେଶରେ କରୋନା ସଂକ୍ରମଣ କମିବାରେ ଲାଗିଛି । ଦେଶରେ ଲକ୍ଷ ୫୪ ହଜାର ୭୦୩ ମୃତକଙ୍କ ସଂଖ୍ୟା ପାର ହୋଇଥିବା ବେଳେ ୨୪ ଘଣ୍ଟାରେ ଚିକିତ୍ସାଧୀନ ଅବସ୍ଥାରେ ୧୦୭ ଆକ୍ରାନ୍ତଙ୍କ ମୃତ୍ୟୁ ହୋଇଛି। ଦିନକରେ ୧୨…

ଟ୍ରେନ୍ ଧକ୍କାରେ ୨ ହାତୀ ମୃତ

ରାଉରକେଲା,୪।୨(ଓଡିଶା ଭାସ୍କର) : ରାଉରକେଲା ବିଶ୍ରା ମହିପାଣି ନିକଟରେ ଟ୍ରେନ୍ ଧକ୍କାରେ ୨ ହାତୀ ମୃତ। ବିଳମ୍ବିତ ରାତିରେ ହାତୀକୁ ଧକ୍କା ଦେଇଥିଲା ମାଲ୍‌ବାହୀ ଟ୍ରେନ । ବର୍ତ୍ତମାନ ସୁଦ୍ଧା ହାତୀର ଖଣ୍ଡବିଖଣ୍ଡିତ…