କେବଳ ରାହୁଲ ଗାନ୍ଧୀ ନୁହେଁ, ପୂର୍ବରୁ ଏହି ନେତାମାନେ ହରାଇଥିଲେ ସଦସ୍ୟତା ପଦ, ତାଲିକାରେ ଅନେକ ବଡ ବଡିଆଙ୍କ ନାମ
ନୂଆଦିଲ୍ଲୀ :ଏକ ମାନହାନି ମାମଲାରେ ଦୁଇ ବର୍ଷ ଦଣ୍ଡିତ ହେବା ପରେ ଶୁକ୍ରବାର ଦିନ ରାହୁଲ ଗାନ୍ଧୀଙ୍କ ଲୋକସଭାର ସଦସ୍ୟତା ବାତିଲ କରାଯାଇଛି। ଲୋକସଭା ସଚିବାଳୟ ଏକ ବିଜ୍ଞପ୍ତିରେ କହିଛି ଯେ ୱାୟାନାଡ ଲୋକସଭା ଆସନରୁ…