ତମ୍ବାଖୁ କେବଳ କ୍ୟାନ୍ସର ନୁହେଁ, ଆପଣଙ୍କ ହାଡ଼କୁ ମଧ୍ୟ ଖୋଳ କରିଦେବ ! ଏକ୍ସପର୍ଟ କହିଲେ ଭୟଙ୍କର ସତ୍ୟ…
ନୂଆଦିଲ୍ଲୀ: ତମାଖୁ ଏବଂ ଧୂମପାନ ପ୍ରାୟତଃ ଫୁସଫୁସ ରୋଗ, ହୃଦ୍ ସମସ୍ୟା କିମ୍ବା କର୍କଟ ଭଳି ଗମ୍ଭୀର ରୋଗ ସହିତ ଜଡିତ। ଡାକ୍ତରଙ୍କ ମତରେ, ଏହାର ପ୍ରଭାବ କେବଳ ଫୁସଫୁସ ଏବଂ ହୃଦୟ ପର୍ଯ୍ୟନ୍ତ ସୀମିତ ନୁହେଁ;…

