ଜନତାଙ୍କ ଉପରେ ପଡିବ ମହଙ୍ଗା ମାଡ, ପୁଣି ବଢିବ କ୍ଷୀରର ଦାମ

ନୂଆଦିଲ୍ଲୀ: ପୂର୍ବରୁ ମହଙ୍ଗା ମାଡରେ କଲବଲ ଜନତାଙ୍କ ଉପରେ ପଡିପାରେ ଆଉ ଏକ ପ୍ରହାର। ଦେଶରେ ଆଗାମୀ ଦିନରେ କ୍ଷୀର ଆହୁରି ମହଙ୍ଗା ହୋଇପାରେ। ଶୁଙ୍କ ଚାରା,ପ୍ୟାକେଜିଂ ଏବଂ ଇନ୍ଧନର ଦରବୃଦ୍ଧି କାରଣରୁ କ୍ଷୀରର…

BCCI Selection Committee:କିଏ ହେବ ନୂତନ ମୁଖ୍ୟ ଚୟନକର୍ତ୍ତା; ରେସରେ ରହିଛି ଏହି ଦୁଇ ଖେଳାଳୀଙ୍କ ନାମ

ନୂଆଦିଲ୍ଲୀ: ସମସ୍ତେ ଜାଣିଥିଲେ ଯେ ବିସିସିଆଇ ନୂତନ ଚେୟାରମ୍ୟାନ୍ ରୋଜର ବିନି ଦାୟିତ୍ବ ଗ୍ରହଣ କରିବା ପରେ କିଛି ପରିବର୍ତ୍ତନ ହେବ, କିନ୍ତୁ ଏତେ ଶୀଘ୍ର ଭାବି ନଥିଲେ। ଆଇସିସି ଟି-୨୦ ବିଶ୍ୱକପରେ ଭାରତକୁ ସେମିଫାଇନାଲ…

FIFA World Cup: ଆଜିଠୁ ଫୁଟବଲ୍ ‘ମହାକୁମ୍ଭ’, ୩୨ ଦଳ-୨୯ ଦିନ- ୬୪ ମ୍ୟାଚ୍, କିଏ ଜିତିବ ଟାଇଟଲ୍

ନୂଆଦିଲ୍ଲୀ: ଦୁନିଆର ସବୁଠୁ ଲୋକ ପ୍ରିୟ କ୍ରୀଡା ମହାକୁମ୍ଭ ଫୁଟବ ବିଶ୍ଵ କପର ୨୨ତମ ସଂସ୍କରଣ କାତାରରେ ଆଜିଠୁ ଆରମ୍ଭ ହେଉଛି। ଫିଫାର ଏହି ପ୍ରତିଷ୍ଠିତ ଟୁର୍ଣ୍ଣାମେଣ୍ଟରେ ଡିଫେଣ୍ଡିଂ ଚାମ୍ପିଅନ ଫ୍ରାନ୍ସ ସହିତ ମୋଟ୍…

ଛଟେଇ ମଧ୍ୟରେ ଆଶ୍ଵସ୍ତିକର ଖବର ! ନିକଟରେ ୨ ଲକ୍ଷ ଲୋକଙ୍କୁ ମିଳିବ ନିଯୁକ୍ତି : ଇନଫୋସିସ ସହ ପ୍ରତିଷ୍ଠାତା

ନୂଆଦିଲ୍ଲୀ: ଯେଉଁଠି ସମଗ୍ର ଦୁନିଆରେ ବଡ ବଡ କମ୍ପାନି କର୍ମଚାରୀଙ୍କ ଛଟେଇ କରୁଛନ୍ତି, ସେହି ସମୟରେ ଆସିଛି ଏକ ଆଶ୍ଵସ୍ତିକର ଖବର। ଆଗାମୀ ଦିନରେ ଆଇଟି କ୍ଷେତ୍ରରେ ଦୁଇ ଲକ୍ଷ ଲୋକଙ୍କୁ ନିଯୁକ୍ତି ମିଳିବ ବୋଲି…

ଆଜିଠୁ ଆରମ୍ଭ ଫୁଟବଲ ମହାକୁମ୍ଭ,ଉଦ୍‌ଘାଟନୀ ଉତ୍ସବରେ ସଂଗୀତ ପରିବେଷଣ କରିବେ BTS ସଦସ୍ୟ JungKook

ଦୋହା : ଆଜି ଆରମ୍ଭ ହେଉଛି ଫିଫା ବିଶ୍ବକପ୍‌ର ୨୨ତମ ସଂସ୍କରଣ । କାତାରର ଅଲ୍‌ ବାୟତ୍‌ ଷ୍ଟାଡିୟମ୍‌ରେ ଆୟୋଜକ ଦଳ ସହିତ ଇକ୍ବେଡ଼ରର ଉଦ୍‌ଘାଟନୀ ମୁକାବିଲା ଅନୁଷ୍ଠିତ ହେବ। ଭାରତୀୟ ସମୟ ରାତି ସାଢେ ୯ଟାରେ ଏହି…

କେଉଁ ଚାଉଳ ଖାଇବା ଦ୍ୱାରା ରହିବ ଆପଣଙ୍କ ସ୍ୱାସ୍ଥ୍ୟ ଏକଦମ ସଠିକ, ଜାଣନ୍ତୁ ଏହି ଚାଉଳ ବିଷୟରେ ଯେଉଁଥିରେ ଭରି ରହିଛି ପ୍ରୋଟିନ

ଭୁବନେଶ୍ୱର:ଶରୀର ପ୍ରତି ଧ୍ୟାନ ରଖିବାକୁ ହେଲେ ଆମକୁ ଉତ୍ତମ ଖାଦ୍ୟ ଗ୍ରହଣ କରିବାକୁ ହୋଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ବହୁ ରୋଗରେ ଲୋକମାନେ ଆକ୍ରାନ୍ତ ହେଉଛନ୍ତି । ସେଥିପାଇଁ ନିଜର ଦେହ ଯତ୍ନ ରଖିବା ତାଙ୍କ ପାଇଁ…

ମସ୍କଙ୍କ ବଡ ଘୋଷଣା, Twitter କୁ ଫେରିଲେ ଆମେରିକାର ପୂର୍ବତନ ରାଷ୍ଟ୍ରପତି Trump

ଟେସଲା ସିଇଓ ଏଲନ୍ ମସ୍କ ଟ୍ୱିଟରକୁ କିଣିବା ପରେ ନୂଆ ନୂଆ ରୁଲ ପରିବର୍ତ୍ତନ କରିଛନ୍ତି। ଏଲନ୍ ମସ୍କ ଟ୍ୱିଟରର ମାଲିକ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କ ଟ୍ୱିଟର ଆକାଉଣ୍ଟ ପୁନରୁଦ୍ଧାର ବିଷୟରେ ଆଲୋଚନା ହେଉଥିବା ବେଳେ…

ପ୍ରଧାନମନ୍ତ୍ରୀଙ୍କ ସୋନିଆ ଗାନ୍ଧୀଙ୍କ ପ୍ରତି ନରମ ମନୋଭାବ ରହିଛି, ଏଥିପାଇଁ… : ସୁବ୍ରମଣ୍ୟମ ସ୍ଵାମୀ

ନୂଆଦିଲ୍ଲୀ: ପୂର୍ବତନ କେନ୍ଦ୍ର ମନ୍ତ୍ରୀ ତଥା ବିଜେପିର ବରିଷ୍ଠ ନେତା ସୁବ୍ରମଣ୍ୟମ ସ୍ଵାମୀ ନିକଟ ଦିନରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ୍ କରିବାରେ ତିଳେ ହେଲେ ହେଳା କରୁ ନାହାନ୍ତି। ଦେଶର…

ପଦ୍ମପୁର ଉପନିର୍ବାଚନ: ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ କରିଲା ବିଜେଡି ଆଉ ବିଜେପି;ନବୀନଙ୍କୁ ଚେକ ଦେବା ପାଇଁ ପ୍ରଚାର କରିବେ ତୋମାର!

ଭୁବନେଶ୍ୱର: ଆଗକୁ ଅଛି ପଦ୍ମପୁର ଉପନିର୍ବାଚନ। ନାମାଙ୍କନ ପ୍ରକିୟା ସରିବା ପରେ ଆଜି ଠାରୁ ଆରମ୍ଭ ହୋଇ ଯାଇଛି ପ୍ରଚାର ।ପ୍ରଚାର ପାଇଁ ଉଭୟ ବିଜେଡି ଏବଂ ବିଜେପି ତାଙ୍କର ଷ୍ଟାର କ୍ୟାମ୍ପେନର ତାଲିକା ପ୍ରକାଶ…

ଇଡି ସମନ ସତ୍ତ୍ୱେ ହାଜର ହେଲେନି ସିନେ ପ୍ରଯୋଜକ ଅକ୍ଷୟ ପରିଜା,

ଭୁବନେଶ୍ୱର:ଇଡିର ଦ୍ୱାରସ୍ଥ ହେଲେ ନାହିଁ ଅକ୍ଷୟ ପରିଜା । ହାଜର ପାଇଁ ନୋଟିସ ପଠାଯାଇଥିବା ବେଳେ ଏହାକୁ ଖାତିର ନକରି ଇଡିରେ ହାଜର ହୋଇ ନାହନ୍ତି । ପରିଜାଙ୍କ ଓକିଲ ଏବେ ଇଡି ଅଫିସରେ ହାଜର ହୋଇଛନ୍ତି । ସୂଚନାମୁତାବକ…