ରୁଷିଆଠାରୁ ତୈଳ କିଣିବାକୁ ନେଇ ଆମେରିକା କ୍ଷୁବ୍ଧ, ଭାରତ ଉପରେ ୧୦୦% ଟ୍ୟାକ୍ସ ଲଗାଇବା ପାଇଁ ସିନେଟରେ ନୂଆ ବିଲ୍ ଆସିଲା
ନୂଆଦିଲ୍ଲୀ: ରୁଷିଆ-ୟୁକ୍ରେନ ଯୁଦ୍ଧ ମଧ୍ୟରେ ବିଶ୍ୱ ରାଜନୀତି ଏବଂ ବାଣିଜ୍ୟ ଜଗତରୁ ଏକ ବଡ଼ ଖବର ଆସୁଛି। ଆମେରିକାର ସିନେଟରେ ଏକ ନୂଆ ଏବଂ କଠୋର ପ୍ରତିବନ୍ଧକ ବିଲ ପେସ୍ କରାଯାଇଛି। ଏହି ବିଲରେ ପ୍ରସ୍ତାବ ରଖାଯାଇଛି…
