ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର! ୬୯,୦୦୦ ହୋଇପାରେ ସର୍ବନିମ୍ନ ଦରମା

ନୂଆଦିଲ୍ଲୀ: କେନ୍ଦ୍ର ସରକାରୀ କର୍ମଚାରୀ ଓ ପେନସନଭୋଗୀଙ୍କ ପାଇଁ ଆସିବାକୁ ଯାଉଛି ଏକ ବଡ଼ ଖୁସି ଖବର। ୮ମ ବେତନ କମିଶନକୁ ନେଇ ଚାଲିଥିବା ଚର୍ଚ୍ଚା ମଧ୍ୟରେ ଏକ ବଡ଼ ପ୍ରସ୍ତାବ ସାମ୍ନାକୁ ଆସିଛି। ଯଦି ଏହି ପ୍ରସ୍ତାବ…

ସାବଧାନ! ଏବେ ପାନ କାର୍ଡ ବିନା ଅଟକିଯିବ ଆପଣଙ୍କ ବଡ଼ କାମ

PAN card New Rule : ବର୍ତ୍ତମାନ ସମୟରେ ଆର୍ଥିକ କାରବାର ପାଇଁ ପାନ କାର୍ଡ ଏକ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ ଦଲିଲ ହୋଇଯାଇଛି। ଆୟକର ବିଭାଗ ପକ୍ଷରୁ କେତେକ ନିର୍ଦ୍ଦିଷ୍ଟ କାରବାର ପାଇଁ ପାନ କାର୍ଡ ଦେବା ନିହାତି…

ମହିଳା ସଂରକ୍ଷଣ ବିଲ୍‌କୁ ବିରୋଧ କରି ବଡ଼ ଭୁଲ କଲା ବିରୋଧୀ ଦଳ : କ୍ୟାବିନେଟ ବୈଠକରେ ବର୍ଷିଲେ ପିଏମ ମୋଦି

Women Reservation Bill : ନାରୀ ଶକ୍ତିର ଅଧିକାରକୁ ନେଇ ଦେଶରେ ରାଜନୀତି ସରଗରମ ଥିବାବେଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବିରୋଧୀ ଦଳ, ବିଶେଷ କରି କଂଗ୍ରେସ ଉପରେ ଶାଣିତ ଆକ୍ରମଣ କରିଛନ୍ତି। କ୍ୟାବିନେଟ୍…

ସାବଧାନ! ପୁରୁଣା ୫୦୦ ଓ ୧୦୦୦ ଟଙ୍କିଆ ନୋଟ୍କୁ ନେଇ ବ୍ୟାପୁଛି ଗୁଜବ; ଜାଣନ୍ତୁ କ’ଣ ରହିଛି RBI ର ଅସଲ ନିୟମ?

500-1000 Notes RBI News : ନିକଟରେ ସୋସିଆଲ ମିଡିଆରେ ଏକ ଖବର ଭାଇରାଲ ହେବାରେ ଲାଗିଛି ଯେ, ଭାରତୀୟ ରିଜର୍ଭ ବ୍ୟାଙ୍କ (RBI) ପୁରୁଣା ୫୦୦ ଏବଂ ୧୦୦୦ ଟଙ୍କିଆ ନୋଟ ବଦଳାଇବା ପାଇଁ ପୁଣି ଏକ ସୁଯୋଗ ଦେଉଛି। ଯଦି…

Women Reservation Bill : ୫୪୩ ସିଟ୍‌ରେ କାହିଁକି ଲାଗୁ ହୋଇପାରୁନି ବିଲ୍? ଜାଣନ୍ତୁ କେଉଁଠି ରହିଛି ପେଞ୍ଚ!

ଭାରତୀୟ ରାଜନୀତିରେ 'ନାରୀ ଶକ୍ତି ବନ୍ଦନ ଅଧିନିୟମ' ଏକ ଐତିହାସିକ ପଦକ୍ଷେପ ହୋଇଥିଲେ ମଧ୍ୟ ଏହାର ପ୍ରକୃତ କାର୍ଯ୍ୟକାରିତାକୁ ନେଇ ଏବେ ଅନେକ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଗୋଟିଏ ପଟେ ସରକାର ଏହାକୁ ନିଜର ବଡ଼ ସଫଳତା…

ଆଉ ଶସ୍ତା ନାହିଁ ୟୁଟ୍ୟୁବ? ଏବେ ୟୁଜର ଭରିବେ ମୋଟା ଫି

YouTube Premium Plan Price Hike : ବିଶ୍ୱର ସର୍ବବୃହତ୍ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍ (YouTube) ତା’ର ପ୍ରିମିୟମ୍ ସବସ୍କ୍ରିପସନ୍ ପ୍ଲାନ୍‌ର ମୂଲ୍ୟ ବୃଦ୍ଧି କରି ସମସ୍ତଙ୍କୁ ଚକିତ କରିଛି। ସବୁଠାରୁ ଆଶ୍ଚର୍ଯ୍ୟର…

ଏହି ଦେଶରେ ରହିଛି ଲୁହରୁ ତିଆରି ହ୍ରଦ, ଏହା ପଛର କାହାଣୀ ଜାଣିଲେ ହେବେ ଆଶ୍ଚର୍ଯ୍ୟ

Umiam Lake : ଉମିୟମ୍ ହ୍ରଦ, ଯାହାକୁ ‘ଲୁହର ପାଣି’ ବୋଲି କୁହାଯାଏ, ତାହା ମେଘାଳୟର ଏକ ସୁନ୍ଦର ତଥା ଶାନ୍ତ ସ୍ଥାନ। ପ୍ରାକୃତିକ ସୌନ୍ଦର୍ଯ୍ୟରେ ଭରପୂର ଏହି ହ୍ରଦ ଶିଲଂ ନିକଟରେ ଅବସ୍ଥିତ ଏବଂ ପର୍ଯ୍ୟଟକମାନଙ୍କୁ…

ଭାରତ ପାଇଁ ବିପଦର ବନ୍ଧୁ ସାଜିଲା ରୁଷ ; କହିଲା-‘ଭାରତକୁ ତେଲ ଏବଂ ଏଲପିଜି ଯୋଗାଇବା ଜାରି ରଖିବୁ’

India-US Friendship : ଭାରତେର ଅବସ୍ଥାପିତ ରୁଷ ରାଷ୍ଟ୍ରଦୂତ ଡେନିସ୍ ଆଲେିପାଭ୍ ନିକଟେର ଦୁଇ ଦେଶର ସମ୍ପକର୍କୁ ନେଇ କିଛି ଗୁରୁତ୍ୱପୂର୍ଣ୍ଣ ତଥ୍ୟ ରଖିଛନ୍ତି। ବଦଳୁଥିବା ବିଶ୍ୱ ରାଜନୀତେିର ଭାରତ ଓ ରୁଷର ସମ୍ପର୍କ…

ଉପରମୁହାଁ ଶେୟାର ବଜାର: ଆମେରିକା-ଇରାନ ଶାନ୍ତି ଆଶା ମଧ୍ୟରେ ସେନସେକ୍ସ ଓ ନିଫ୍ଟିରେ ବଡ଼ ଧରଣର ବୃଦ୍ଧି!

Share market : ଆଜି ଏପ୍ରିଲ ୧୬ରେ ଲଗାତାର ଦ୍ୱିତୀୟ ଦିନ ପାଇଁ ଭାରତୀୟ ଶେୟାର ବଜାରରେ ଉତ୍ସାହଜନକ ବୃଦ୍ଧି ଦେଖିବାକୁ ମିଳୁଛି। ଗୋଟିଏ ପଟେ ସେନସେକ୍ସ ୦.୬୦ ପ୍ରତିଶତ ବୃଦ୍ଧି ସହ ୪୬୫.୫୫ ପଏଣ୍ଟ ଚଢ଼ି ୭୮,୫୭୬.୭୯…

ଆଭ୍ୟନ୍ତରୀଣ ଓଡ଼ିଶାରେ ଅସମ୍ଭାଳ ହେବ ତାତି, ୪୫ ଡିଗ୍ରୀ ଛୁଇଁପାରେ ତାପମାତ୍ରା

ଭୁବନେଶ୍ୱର,୧୬।୦୪: ପଶ୍ଚିମ ଓଡ଼ିଶାରେ ତାତି ୪୫ ଡିଗ୍ରୀ ଛୁଇଁପାରେ । ଟିଟିଲାଗଡ଼, ବଲାଙ୍ଗୀର, ସୋନପୁର, ସମ୍ବଲପୁର ଓ ଝାରସୁଗୁଡ଼ାରେ ତାପମାତ୍ରା ବଢ଼ି ୪୫ ଡିଗ୍ରୀରେ ପହଞ୍ଚିପାରେ । ବରଗଡ଼, ରାଉରକେଲା, ଅନୁଗୁଳ,…