ଆରପାରିରେ ତପୁ ମିଶ୍ର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଓଡ଼ିଶାର ଅନ୍ୟତମ ଖ୍ୟାତାନାମା କଣ୍ଠଶିଳ୍ପୀ ତପୁ ମିଶ୍ର। କରୋନା ସହ ଗତ ମେ ମାସରୁ ସଂଘର୍ଷ କରି କରି ଶନିବାର ରାତି ୧୧ଟା ୧୫ ବେଳକୁ ସେ ସବୁଦିନ ପାଇଁ ଆଖି ବୁଜିଦେଲେ।…

କଅଁଳ ଛୁଆକୁ ଉଦ୍ଧାର କଲା #ChildLine; ରାଜଧାନୀରେ ଛୁଆ ବିକ୍ରି ଘଟଣା ସତ

ଭୁବନେଶ୍ବର(ଓଡ଼ିଶା ଭାସ୍କର): ଭୁବନେଶ୍ବରରେ ଶିଶୁ ବିକ୍ରି ହୋଇଥିବା ପ୍ରମାଣିତ ହେଲା। ବିକ୍ରି ହୋଇଥିବା ଶିଶୁକୁ ମାଳି ସାହିରୁ ଉଦ୍ଧାର କରାଯିବା ପରେ ରାକେଟ୍ ସକ୍ରିୟ ଅଛି ବୋଲି ଚର୍ଚ୍ଚା ଜୋର ଧରିଛି। ଚାଇଲ୍ଡ…

ହଟ୍ ଫଟୋ ପାଇଁ ଟ୍ରୋଲ୍ ହେଉଛନ୍ତି, କିନ୍ତୁ ନଡରି ଦେଉଛନ୍ତି ଜବାବ; ଜାଣନ୍ତୁ ସେ କିଏ…

ମୁମ୍ବାଇ(ଓଡ଼ିଶା ଭାସ୍କର ବ୍ୟୁରୋ): ଟିଭି ଶୋ’ ‘ଉତରରନ୍'ରେ ସେ ଇଚ୍ଛା ଭୂମିକାରେ ନଜର ଆସି ଘରେ ଘରେ ନିଜର ପରିଚୟ ସୃଷ୍ଟି କରିଥିଲେ । ତେବେ ସେ ଏବେ ସୋସିଆଲ ମିଡିଆରେ ନିଜର ବୋଲ୍ଡନେସ୍ ପାଇଁ ଟ୍ରୋଲ ହେଉଛନ୍ତି ।…

ଅନଲାଇନ୍ କ୍ଲାସ୍ ବେଳେ ଫାଟିଗଲା ମୋବାଇଲ, ପରିବାରରେ ଭୟ

ଫୁଲବାଣୀ(ଓଡ଼ିଶା ଭାସ୍କର): ସାତ୍ତ୍ୱିକ୍ ସବୁଦିନ ଭଳି ଆଜି ମଧ୍ୟ ପଢ଼ୁଥିଲେ ଅନଲାଇନ୍ ରେ ପାଠ। ଠିକ୍ କ୍ଲାସ୍ ସରି ଆସିବା ବେଳକୁ ବିସ୍ପୋରଣ ହୋଇଗଲା ମୋବାଇଲ। ଫଳରେ ଶବ୍ଦ ଶୁଣି ଘର ଲୋକେ ଦଉଡ଼ି ଆସିଥିଲେ। ଘଟଣା ଘଟିଛି…

#ମିଲଖା ସିଂଙ୍କୁ କରୋନା ନେଇଗଲା…

ଚଣ୍ଡୀଗଡ଼(ଓଡ଼ିଶା ଭାସ୍କର): ଆଉ ନାହାନ୍ତି ଫ୍ଲାଇଂ କିଙ୍ଗ୍ ମିଲଖା ସିଂ। ଦୀର୍ଘଦିନ ଧରି ମହାମାରୀ କରୋନା ସହ ଲଢେଇ କରି ସେ ଏବେ ଆଖି ବୁଜି ଦେଇଛନ୍ତି ଭାରତର ଏହି କୃତୀ କ୍ରୀଡ଼ାବିତ୍ ଙ୍କ ବିୟୋଗରେ ଭିଭିନ୍ନ ମହଲରୁ…

ହନିମୁନ୍ ରେ ଜଣାପଡ଼ିଲା ସ୍ୱାମୀ ଜଣେ ଟ୍ରାନ୍ସଜେଣ୍ଡର; ଆଉ ତା’ପରେ…

ଭୁବନେଶ୍ୱର(ଓଡ଼ିଶା ଭାସ୍କର ବ୍ୟୁରୋ): ବିବାହ ତ ସମସ୍ତଙ୍କର ହୁଏ । କିନ୍ତୁ ସାଧାରଣରେ ‘ବିବାହ’ କହିଲେ ଜଣେ ଝିଅ ଓ ପୁଅକୁ ସାମାଜିକ ସ୍ୱୀକୃତି ମିଳିବାକୁ ବୁଝାଏ। ସେହିପରି ବିଶ୍ୱର ଅନେକ ସ୍ଥାନରେ ଆମେ ସମଲିଙ୍ଗୀ…

କାଠପୋଲ ଭରସାରେ ଢେପାଗୁଡ଼ା ଗାଁଲୋକେ, ସରପଞ୍ଚ ଗଢ଼ିଲେ ଅସ୍ଥାୟୀ ବାଟ, ଶୁଣୁନି ପ୍ରଶାସନ

ଭଞ୍ଜନଗର(ଓଡ଼ିଶା ଭାସ୍କର): ମହାମାରୀ କରୋନା ପାଇଁ ସବୁଠି ଚାଲିଛି ସଚେତନତା କାର୍ଯ୍ୟକ୍ରମ । ପ୍ରଶାସନିକ ସ୍ତରରେ ନିଆଯାଉଛି ଅନେକ ଉଦ୍ୟମ । କିନ୍ତୁ ଏଭଳି ସଂକଟ କାଳରେ ବଣ-ଜଙ୍ଗଲ ଅଞ୍ଚଳରେ ବାସ କରୁଥିବା ଆଦିବାସୀଙ୍କ…

ନିଲମ୍ବିତ ହେଲେ ତହସିଲଦାର, ମାନି ନଥିଲେ କୋଭିଡ୍ ନିୟମ, ମହଙ୍ଗା ପଡ଼ିଲା ନାଗିନ୍ ଡ୍ୟାନ୍ସ

ଯାଜପୁର,ଜଗତସିଂହପୁର(ଓଡ଼ିଶା ଭାସ୍କର): ଭାଇ ବାହାଘରରେ ନାଚିଥିଲେ ତହସିଲଦାର । କିନ୍ତୁ ମାସ୍କ ଖୋଲି ନାଚିବା ନେଇ ତାଙ୍କ ବିରୋଧରେ ଉଠିଥିଲା ଅଭିଯୋଗ । କୋଭିଡ୍ ନିୟମ ଉଲ୍ଲଂଘନ କରିବା ସମ୍ପ୍ରତି ଏହି ମହିଳା…

ଦଇବ ଦାଉ: ଆଜି ହୋଇଥାନ୍ତା ବାହାଘର, ଘରୁ ଉଠିଲା ପୁଅର କୋକେଇ

ଭଦ୍ରକ(ଓଡ଼ିଶା ଭାସ୍କର): ଘରର ଥିଲା ସେ ‘ମଣି’ । ଚନ୍ଦ୍ର ପରି ହସହସ ମୁହଁ । ମାତ୍ର ୨୮ବର୍ଷର ଭେଣ୍ଡାପୁଅ । ତା’ ବାହାଘର ପାଇଁ ଘରେ ଥିଲା ଖୁସିଖୁସିର ପରିିବେଶ। ଖାଲି ସେତିକି ନୁହେଁ, ପୁଅର ବିବାହ ପାଇଁ ଲଗ୍ନଧରା…

ଚୋରି କରି ବନ୍ଧାହେଲେ ୨ ଅଭିନେତ୍ରୀ, କ୍ରାଇମ୍ ପେଟ୍ରୋଲ୍ ରେ କରୁଥିଲେ ଅଭିନୟ

ମୁମ୍ବାଇ: ପରିସ୍ଥିତିରେ ପଡ଼ି ମଣିଷ କିଛି ବି କରିଦେଇପାରେ । ଏଭଳି ଅନେକ ଉଦାହରଣ ସମାଜରେ ଦେଖିବାକୁ ମିଳୁଛି । ସେହିଭଳି ଟିଭି ଧାରାବାହିକର ଅଭିନୟ କରୁଥିବା ଦୁଇ ଅଭିନେତ୍ରୀ ଚୋରି ଅଭିଯୋଗରେ ଗିରଫ ହେବା ସମ୍ପ୍ରତି…