ଫୋନ ସହିତ କରୁଛନ୍ତି କି ଏହି ସମସ୍ତ ଭୁଲ୍: ସାବଧାନ, ଫାଟି ଯାଇପାରେ ବ୍ୟାଟେରୀ

ନୂଆଦିଲ୍ଳୀ: ମୋବାଇଲ ଫାଟିବା ଏକ ସାଧାରଣ ସମସ୍ୟା । ଆଜିକାଲି ଯୁବପିଢିଙ୍କ ଫୋନ ଫାଟୁଥିବା ବେଳେ ଏହାର ବିଭିନ୍ନ କାରଣ ରହିଛି । ଏହି ସମସ୍ୟାକୁ ନେଇ ମୋବାଇଲ କମ୍ପାନୀ ପକ୍ଷରୁ ସର୍ବଦା ଗ୍ରାହକଙ୍କୁ ଦୋଷାରୋପ…

୭୩ ତମ ସାଧାରଣତନ୍ତ୍ର ଦିବସ: କାଚ ଓ ଷ୍ଟ୍ରରେ ଦେଖନ୍ତୁ ଅନନ୍ୟ କଳାକୃତି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଦେଶ ପାଳନ କରିବାକୁ ଯାଉଛି ୭୩ ତମ ସାଧାରଣତନ୍ତ୍ର ଦିବସ । ଏହି ଅବସରରେ କାଚ ଓ ଷ୍ଟ୍ର ଉପରେ ଅନନ୍ୟ ଚିତ୍ରକଳାର ନିଦର୍ଶନ ଦେଖାଇଛନ୍ତି ଚିତ୍ରଶିଳ୍ପୀ ପ୍ରିୟଙ୍କା ସାହାଣୀ । ୪.୫ ଫୁଟ…

ଅନୁଷ୍କା ଶର୍ମାଙ୍କ କମ୍ପାନୀ ସହ ୪୦୫ କୋଟିର ଚୁକ୍ତି କଲା ଆମାଜନ ଓ ନେଟଫ୍ଲିକ୍ସ: ଦେଢ ବର୍ଷରେ ନିର୍ମାଣ କରିବେ ୮ଟି ଫିଲ୍ମ ଓ ୱେବ ସିରିଜ୍

ନୂଆଦିଲ୍ଲୀ : ନେଟଫ୍ଲିକ୍ସ ଓ ଆମାଜନ ଓଟିଟି ପ୍ଲାଟଫର୍ମ ଅନୁଷ୍କା ଶର୍ମାଙ୍କ କମ୍ପାନୀ କ୍ଲିନ୍ ସ୍ଲେଟ୍ ଫିଲ୍ମ ସହିତ ୫୪ ମିଲିୟନ ଡଲାର(ପ୍ରାୟ ୪୦୫ କୋଟି ଟଙ୍କା)ର ଚୁକ୍ତି କରିଛି। କମ୍ପାନୀ ଏହି ପଦକ୍ଷେପ ଭାରତୀୟ…

ନୀରଜ ଚୋପ୍ରାଙ୍କୁ ପଦ୍ମଶ୍ରୀ ଆଓ୍ଵାର୍ଡ, କ୍ରୀଡାରେ ଏହି ଆଠ ଖେଳାଳିଙ୍କୁ ମିଳିଲା ସମ୍ମାନ

ନୂଆଦିଲ୍ଲୀ : ଭାରତ ସରକାର ମଙ୍ଗଳବାର ୧୨୮ ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି। ଏଥିରେ ଟୋକିଓ ଅଲିମ୍ପିକ୍ସରେ ସ୍ଵର୍ଣ୍ଣ ପଦକ ଜିତି ଇତିହାସ ରଚିଥିବା ନୀରଜ ଚୋପ୍ରା ସମେତ କ୍ରୀଡାର ୯ ଖେଳାଳି ସାମିଲ୍। ଗଣତନ୍ତ୍ର…

CDSଙ୍କୁ ମରଣୋତ୍ତର ପଦ୍ମ ବିଭୂଷଣ: ମାଇକ୍ରୋସଫ୍ଟ ଓ ଗୁଗୁଲ ସିଇଓ ମଧ୍ୟ ପାଇବେ ପଦ୍ମ ପୁରସ୍କାର

ନୂଆଦିଲ୍ଳୀ: ଭାରତ ସରକାରଙ୍କ ପକ୍ଷରୁ ମଙ୍ଗଳବାର ପଦ୍ମ ପୁରସ୍କାର ତାଲିକା ପ୍ରକାଶ ପାଇଛି । ଏହି ତାଲିକାରେ ସ୍ଥାନ ପାଇଛନ୍ତି ଭାରତର ପ୍ରଥମ ଚିଫ୍ ଅଫ୍ ଡିଫେନ୍ସ ଷ୍ଟାଫ୍ ସିଡିଏସ୍ ବିପିନ ସିଂ ରାୱତ । ରାୱତଙ୍କୁ…

ଓଡ଼ିଶାରୁ ୬ ଜଣଙ୍କୁ ପଦ୍ମ ପୁରସ୍କାର : ପ୍ରତିଭା ରାୟଙ୍କୁ ପଦ୍ମ ଭୂଷଣ ଏବଂ ପ୍ରମୋଦ ଭଗତଙ୍କୁ ପଦ୍ମଶ୍ରୀ

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ରାଜ୍ୟ ପାଇଁ ଗର୍ବ ଓ ଗୌରବ ହାସଲ କରିଛନ୍ତି ସାହିତ୍ୟିକା ପ୍ରତିଭା ରାୟ ଏବଂ ପାରା ଆଥଲେଟ୍ ପ୍ରମୋଦ ଭଗତ । ଦୁଇ ଦୁଇଟି ଅଲିମ୍ପିକ୍ସ ପଦକ ହାସଲ କରିଥିବା ପ୍ରମୋଦଙ୍କୁ ପୂର୍ବରୁ ମେଜର…

ଦେଶର ସବୁଠୁ ଧନୀ ବ୍ୟକ୍ତି ହେଲେ ଗୌତମ ଆଦାନି, ମୁକେଶ ଅମ୍ବାନୀଙ୍କୁ ପଛରେ ପକାଇଲେ

ନୂଆଦିଲ୍ଲୀ: ଗତ କିଛି ଦିନ ଧରି ସେୟାର ବଜାରରେ ହୋଇଥିବା ହ୍ରାସର ଫାଇଦା ଉଦ୍ୟୋଗପତି ଗୌତମ ଆଦାନିଙ୍କୁ ମିଳିଛି। ରିଲାୟନ୍ସର ଅଂଶଧନରେ ହ୍ରାସ କାରଣରୁ ମଙ୍ଗଳବାର ଆଦାନି ଆୟ ମାମଲାରେ ମୁକେଶ ଅମ୍ବାନୀଙ୍କୁ ପଛରେ…

ରାସ୍ତା କଡରେ ପଇସା ବାଣ୍ଟୁଥିଲେ ନେହା କକ୍କଡ: ଅଚାନକ ବାଜିଲା ଚାପୁଡା, ଦେଖନ୍ତୁ ଭାଇରାଲ ଭିଡିଓ

ନୂଆଦିଲ୍ଳୀ: ବଲିଉଡରେ ପ୍ରସିଦ୍ଧି ଲାଭ କରିଥିବା ସିଙ୍ଗର ନେହା କକ୍କଡ ପୁଣି ଥରେ ଅଡୁଆରେ । ରାସ୍ତାକଡରେ ପିଲା ମାନଙ୍କୁ ପଇସା ବାଣ୍ଟୁଥିବା ବେଳେ କେହି ଜଣେ ତାଙ୍କୁ ଚାପୁଡା ମାରିଛନ୍ତି । ରାସ୍ତାକଡରେ ବୁଲୁଥିବା…

ଓହରିଲେ ବିଜେପି ଓ କଂଗ୍ରେସ: ନିଦ୍ୱର୍ନ୍ଦରେ ନିର୍ବାଚିତ ହେଲେ ବିଜେଡି ଜିଲ୍ଲା ପରିଷଦ ପ୍ରାର୍ଥୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ପଞ୍ଚାୟତ ନିର୍ବାଚନ ଆରମ୍ଭ ହେବା ପୂର୍ବରୁ ଜିଲ୍ଲା ପରିଷଦ ନିର୍ବାଚନରେ ବିଜୟୀ ହୋଇଛି ବିଜେଡି । ବରଗଡ ଜିଲ୍ଲା ପରିଷଦ ଆସନ ନିର୍ବାଚନରେ ବିଜେପି ଓ କଂଗ୍ରେସ ପ୍ରାର୍ଥୀ ଓହରିଯିବା କାରଣରୁ…

ICC ଟି-୨୦ ରାଙ୍କିଙ୍ଗ: ଶୀର୍ଷ ସ୍ଥାନ କବଜା କଲେ ଶେଫାଳି ବର୍ମା, ଖସିଲେ ମନ୍ଧାନା

ନୂଆଦିଲ୍ଲୀ: ଭାରତୀୟ ଯୁବ ଓପନିଂ ବ୍ୟାଟ୍ସମ୍ୟାନ ଶେଫାଳି ବର୍ମା ପୁଣି ଥରେ ଏକ ନମ୍ବର ସ୍ଥାନ ଅକ୍ତିଆର କରିଛନ୍ତି । ନିଜର ଧୂଆଁଧାର ବ୍ୟାଟିଂ ପାଇଁ ପ୍ରସିଦ୍ଧି ହାସଲ କରିଥିବା ୧୮ ବର୍ଷୀୟା ଶେଫାଳି ପ୍ରଥମ ସ୍ଥାନକୁ…